ଆଜି ଦିଲ୍ଲୀବାସୀଙ୍କୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ । ଆଜି ଶପଥ ନେବେ ଆପର ବରିଷ୍ଠ ନେତ୍ରୀ ଆତିଶୀ ମର୍ଲେନ । କେଜ୍ରିୱାଲଙ୍କ ଇସ୍ତଫା ପରେ ଆତିଶୀଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇବା ପାଇଁ ଆପର ପ୍ରମୁଖ ନେତୃବୃନ୍ଦ ମାନେ ନିଷ୍ପତ୍ତି ନେଇଥିଲେ । ଏବଂ ରାଷ୍ଟ୍ରପତି ମଧ୍ୟ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଆଜି ସନ୍ଧ୍ୟା ସମୟରେ ଶପଥ ସମାରୋହ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ତେବେ ରାଜଭବନରେ ଆତିଶୀଙ୍କ ସହ ୫ ନୂଆ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଶପଥ ନେବେ ବୋଲି ସୂଚନା ରହିଛି ।

You can share this post!
author