ସମସ୍ତେ ଆସିଲେ ନବୀନଙ୍କୁ ଡ଼ାକିଲେନି ମୋହନ !

ସମସ୍ତେ ଆସିଲେ ନବୀନଙ୍କୁ ଡ଼ାକିଲେନି ମୋହନ !

ଯିଏ ଏତେ କରିଥିଲେ ତାଙ୍କୁ ଥରେଟେବି ଡାକିଲେନି . ସମସ୍ତେ ଆସିଲେ ଖୁସି ହେଲେ କିନ୍ତୁ ଆସିଲେନି ନବୀନ .ତେବେ ନିକଟରେ ମୋହନ ସରକାର ବ୍ୟାଡ଼ମୀଂଟନ ହାଇ ପରଫରମାନ୍ସ ସେଂଟର ଉଦଘାଟନ କଲେ ହେଲେ ଯାହାର ଏ ସୃଷ୍ଟି ତାଙ୍କୁ ନିମନ୍ତ୍ରଣ ଟିଏ ବି ଦେଲେନି .କିନ୍ତୁ ଭଲ କରି ଦେଖନ୍ତୁ ଏହି ଦୃଶ୍ୟକୁ . ନବୀନ ନ ଆସିଲେ କଣ ହେଲା? . ପୁଲେଲା ଗୋପୀଚନ୍ଦ କିନ୍ତୁ ନବୀନ ପଟ୍ଟନାୟକଙ୍କ ପାଖକୁ ଯାଇ ଦେଖାକଲେ ଆଉ ଏଥିରୁ ଆପଣ ନବୀନଙ୍କ ଯୋଗଦାନ ବୁଝିପାରୁଥିବେ .

ତେବେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ ପରିସରରେ ଉଦଘାଟିତ ହୋଇଛି ବହୁ ପ୍ରତୀକ୍ଷିତ ଆଇକନିକ ବ୍ୟାଡ଼ମିଂଟନ ହାଇ ପରଫରମାନ୍ସ ସେଂଟର ଦ ସଟଲ .ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ .ଆସାମ ମୁଖ୍ୟମନ୍ତ୍ରୀ ତଥା ବ୍ୟାଡମଂଟନ ଆସୋସିଏସନ ଅଫ ଇଣ୍ଡିଆର ସଭାପତି ହିମନ୍ତ ବିଶ୍ୱଶର୍ମା ଏବଂ ଅନ୍ତର୍ଜାତୀୟ କୋଚ ପୁଲେଲା ଗୋପୀଚାନ୍ଦ ଏହାର ଉଦଘାଟନ କରିଛନ୍ତି . ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ଷ୍ଟାଡ଼ିୟମରେ ୮ଟି କୋର୍ଟ ସହ ୪ଶହ ଦର୍ଶକଙ୍କ ପାଇଁ ବ୍ୟବସ୍ଥା ରହିଛି . ପ୍ରଥମ ପର୍ଯ୍ୟାୟରେ ୫୦ ଜଣ ପ୍ରତିଭାଙ୍କୁ ଚିହ୍ନଟ କରି ଦିଆଯିବ ଟ୍ରେନିଂ .

author

Related Articles

Leave a Reply

Your email address will not be published. Required fields are marked *