
୨୦୧୧-୨୨ରେ ୮ଟି ରାଜନୈତିକ ଦଳ ଦ୍ୱାରା ଘୋଷଣା କରାଯାଇଛି ! ମୋଟ ସମ୍ପତି ମୂଲ୍ୟ ୮,୮୨୯.୧୬କୋଟି ଟଙ୍କା ! ତେବେ ୨୦୨୦-୨୧ରେ ଏହା ୭,୨୯୭.୬୨କୋଟି ଥିଲା ! ୨୦୨୦-୨୧ ଏବଂ ୨୦୧୧-୨୨ ବର୍ଷ ପାଇଁ ୮ ରାଜନୈତିକ ଦଳ ବିଜେବି ,କଂଗ୍ରେସ,ଏନସିପି,ବିଏସପି,ସିପିଆଇ,ଏବଂ ଏନପିଇପି ଦ୍ୱାରା ଘୋଷିତ ବାର୍ଷିକ ସମ୍ପତି ଆର୍ଥିକ ବୋଝ ଆକଳନକୁ ଭଲଭାବେ ଅଧୟନ କରି ଏଡିଏର ଦ୍ୱାରା ପ୍ରସ୍ତୁତ ହୋଇଛି ! ୨୦୨୦-୨୧ରେ କଂଗ୍ରେସ ଘୋଷିତ ସମ୍ପତି ମୂଲ୍ୟ ୬୯୧.୧୧ କୋଟି ଥିଲା ! ତେବେ ୨୦୧୧-୨୨ରେ କଂଗ୍ରେସ ସମ୍ପତି ମୂଲ୍ୟ ୧୬.୫୮ ପ୍ରତିଶତ ବୃଦ୍ଧି ପାଇଛି !୨୦୧୧-୨୨ରେ କଂଗ୍ରେସ ସମ୍ପତି ମୂଲ୍ୟ ୮୦୮.୬୮ କୋଟିକୁ ବୃଦ୍ଧି ପାଇଛି ! ଏକମାତ୍ର ଦଳ ଭାବେ ବିଏସପି ଏହାର ବାର୍ଷିକ ସମ୍ପତି କମିଥିବା ଘୋଷଣା କରିଛି ! ୨୦୨୦-୨୧ ତୁଳନାରେ ୨୦୧୧-୨୨ରେ ବିଏସପିର ମୋଟ ସମ୍ପତି ୫.୭୪ ପ୍ରତିଶତ ହ୍ରସ ପାଇଛି ! ତେବେ ଏହି ସମୟ ମଧ୍ୟରେ କଂଗ୍ରେସ ମୋଟ ସମ୍ପତି ୧୫୧.୭୦ ପ୍ରତିଶତ ବୃଦ୍ଧି ପାଇଛି !