ସମ୍ପ୍ରସାରଣ ହେବ ବିହାରର ମନ୍ତ୍ରୀମଣ୍ଡଳ

ସମ୍ପ୍ରସାରଣ ହେବ ବିହାରର ମନ୍ତ୍ରୀମଣ୍ଡଳ

ସମ୍ପ୍ରସାରଣ ହେବ ବିହାରର ମନ୍ତ୍ରିମଣ୍ଡଳ । ଆଜି ଅପରାହ୍ନ 3ଟାରୁ 4ଟା ମଧ୍ୟରେ ଏହି ସମ୍ପ୍ରସାରଣ କାର୍ଯ୍ୟକ୍ରମ ହୋଇପାରେ । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ବିଜେପିର ମଙ୍ଗଳ ପାଣ୍ଡେ, ନୀତିନ ନବୀନ, ହରି ସାହାନି ଏବଂ ଦିଲ୍ଲୀପ ଜୟସ୍ୱାଲ ମନ୍ତ୍ରୀ ଭାବେ ଶପଥ ନେବାର ସୂଚନା ରହିଛି । ତେବେ ଏପର୍ୟ୍ୟନ୍ତ ସମ୍ପୂର୍ଣ୍ଣ ତାଲିକା ପ୍ରକାଶ ପାଇନାହିଁ। କିନ୍ତୁ ଶପଥ ନେବାକୁ ଥିବା ନେତାମାନଙ୍କୁ ଫୋନ୍ ଆସିବା ଆରମ୍ଭ ହୋଇଥିବା ଜଣାପଡିଛି । ନୂଆ ସରକାର ଗଠନ ହେବାର ପ୍ରାୟ ଦେଢ଼ ମାସ ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବାକୁ ଯାଉଛି।

author

Related Articles

Leave a Reply

Your email address will not be published. Required fields are marked *