ସମୟ ତୋର ଏମିତି ଅବସ୍ଥା କରିବ ତୁ କେବେ ଭାବି ପାରିବୁନି .

ସମୟ ତୋର ଏମିତି ଅବସ୍ଥା କରିବ ତୁ କେବେ ଭାବି ପାରିବୁନି .

ମୁଁ ବଂଚିଥିବା ଭିତରେ ଓଡିଶା ଛାଡ଼ିବା ଭିତରେ ମୋର ଗୋଟେ ଆଖି ଦାନକରିବି .କଷ୍ଟରେ କାନ୍ଦି ପାରୁନାହାଁନ୍ତି ରାଣୀ . ଧକେଇ ଧକେଇ କହୁଛନ୍ତି ସମୟ ତୋର ଏମିତି ଅବସ୍ଥା କରିବ ତୁ କେବେ ଭାବି ପାରିବୁନି .
ତେବେ କଥାରେ ଅଛି ପ୍ରେମ ମଣିଷକୁ କେତେ ବେଳେ କୋଉ ପରିସ୍ଥିତିରେ ଆଣି ଛାଡ଼େ ତାହା କହିହେବନି .କେତେ ପ୍ରେମ ମଣିଷକୁ ଉପରକୁ ନେଇ ଯାଏ ତ କେତେ ବେଳେ ସେହି ପ୍ରେମ ମଣିଷକୁ ବାଟ ବଣା କରିଦିଏ . ଆଜି ସେହି ପ୍ରେମ ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ଏପରି ଅବସ୍ଥା କରିଛି .ଯାହାକୁ ସେ ନିଜ ମୁହଁରେ ସ୍ୱୀକାର କରୁଛନ୍ତି .ଅଭିନେତ୍ରୀ ରାଣୀ ପଣ୍ଡା .ଯାହାଙ୍କ ନାଁ ଶୁଣିଲେ ଲୋକଙ୍କ ମନରେ ଗୋଟେ ଷ୍ଟଙ୍ଗ ଲେଡିର ପ୍ରତିଛବି ସାମ୍ନାକୁ ଆସେ .କିନ୍ତୁ ଆଜି ସେ ତାଙ୍କ ପ୍ରେମ ପାଇଁ କାନ୍ଦୁଛନ୍ତି ନିଜକୁ ବୁଝେଇବାକୁ ଚେଷ୍ଟା କରୁଛନ୍ତି .

ତେବେ ଲୋକଙ୍କ ଦୁଃଖ ସମୟରେ ଯିଏ .ଶୁଣିଲା ମାତ୍ରେ ଘରୁ ବାହାରି ଆସେ .କି ରାତି କି ଦିନ ସବୁ ବେଳେ ଲୋକଙ୍କୁ ସାହାର୍ଯ୍ୟ କରିବାକୁ ପଛାଏ ନାହିଁ . ଆଜି ତାର ଏମିତି ଅବସ୍ଥାରେ କେହି ତାଙ୍କ ପାଖରେ ଠିଆ ହୋଇନାହାଁନ୍ତି . କେବଳ ଅଭିନେତ୍ରୀ ପୁଷ୍ପାପଣ୍ଡା ତାଙ୍କ ଏହି ସମୟରେ ତାଙ୍କ ସହିତ ଠିଆ ହୋଇଥିବା କଥା କହିଛନ୍ତି .ତେବେ ବିଗତ ଦିନରେ ରାଣୀ ପଣ୍ଡାଙ୍କ ଭିଡ଼ିଓ ଓ ଗଣମାଧମରେ ପ୍ରତିକ୍ରିୟା ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ରାଣୀ . ନିଜ ଦୁଃଖ ତାଙ୍କ ଅଗଣିତ ଦର୍ଶକ ମାନଙ୍କ ଆଗରେ ବଖାଣିଛନ୍ତି . ଆଉ କହିଛନ୍ତି ମୁଁ ଓଡିଶା ଛାଡ଼ିବା ଭିତରେ ବଂଚିଥିବା ଭିତରେ ମୋର ଗୋଟେ ଆଖି ଦାନ କରିବି .ଯାହାକୁ ଶୁଣିବା ପରେ ଲୋକଙ୍କ ମନ କାନ୍ଦୁଛି .

author

Related Articles

Leave a Reply

Your email address will not be published. Required fields are marked *