ଦେଶର ସେବା କରୁ କରୁ ନିଜ ଜୀବନକୁ ବଳିଦାନ ଦେଇଛନ୍ତି ଓଡିଆ ପୁଅ । ସିକିମ ବନ୍ୟାରେ ସହିଦ ସରୋଜ ଦାସଙ୍କ ପାର୍ଥିବ ଶରୀର ଭୁବନେଶ୍ୱରରେ ପହଞ୍ଚିବା ପରେ ବିମାନବନ୍ଦର ଠାରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିସାରିବା ପରେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା । ସହିଦ ଯବାନ ଅମର ରହେ ନାରା ରେ କମ୍ପି ଉଠୁଛି ଢେଙ୍କାନାଳ ସହର । ଆବାଳ, ବୃଦ୍ଧ ବନିତା ଏକାଠି ହୋଇଛନ୍ତି ସହିହଙ୍କ ଶେଷ ଦର୍ଶନ ପାଇଁ । କାମାକ୍ଷାନଗର କେନ୍ଦୁଢିପ ଗ୍ରାମ ଅଭିମୁଖେ ସରୋଜଙ୍କ ପାର୍ଥିବ ଶରୀର ବାହାରି ସାରିଛି । ତେବେ ସହୀଦଙ୍କ ପାର୍ଥିବ ଶରୀର ନିଜ ଜନ୍ମ ମାଟିର ପଞ୍ଚ ଭୂତରେ ଲୀନ ହେବ ।

You can share this post!
author
Related Articles
ବିଧାୟକ ପ୍ରତିନିଧିଙ୍କ କଳା କାର୍ନାମା…!
- May 31, 2025
ଲେଖାଶ୍ରୀଙ୍କ ବାଣରେ ଘାଇଲା ପ୍ରଭାତୀ…!
- May 31, 2025
ଫେଲ୍ ମାରିଲା ମୋହନଙ୍କ ପ୍ଲାନ !
- May 31, 2025