ସାଂସଦଙ୍କୁ ଭଗବାନ ହିଁ ଭରସା !

ସାଂସଦଙ୍କୁ ଭଗବାନ ହିଁ ଭରସା !

ଏବେ ତ ସାଂସଦଙ୍କୁ ଭଗବାନ ହିଁ ଭରସା ! ରାତି ବଢ଼ୁଛି ଖଣ୍ଡିଆ ବଢ଼ୁଛି ସାଂସଦଙ୍କୁ ଜଗି ରହିଛନ୍ତି ସମସ୍ତେ .ଏମିତି ଅଭିନୟ କେବେ ଦେଖିନଥିବେ .ରାତି ବଢ଼ିଲା ବେଳକୁ ବଢ଼ୁଛି ସାଂସଦଙ୍କ ମୁଣ୍ଡଫଟା . ଏମିତି ଆମେ କହୁନୁ ଥରେ ଦେଖନ୍ତୁ ଏହି ଦୃଶ୍ୟକୁ ଯେତେବେଳେ .ଭଲ କରି ଦେଖନ୍ତୁ ଏହି ଦୃଶ୍ୟକୁ ଯେତେବେଳେ ସଖାଳ ସମୟରେ ସାଂସଦ ଆହତ ହୋଇଥିଲେ .ସେତେବେଳେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟାଦେଇଥିଲେ . ଏହାପରେ ଦିନ ଦେଖନ୍ତୁ ଯେତେବେଳେ ଧର୍ମେନ୍ଦ୍ର ତାଙ୍କୁ ଦେଖାକରିବାକୁ ଯାଇଥିଲେ . ଏହାପରେ ଦେଖନ୍ତୁ ଯେତେବେଳେ ଶିବରାଜସିଂ ଚୈାହାନ ତାଙ୍କୁ ଭେଟିବାକୁ ଯାଇଥିଲେ . ଏହାପରେ ରାତିରେ ତାଙ୍କୁ ବିଜେପିର ବରିଷ୍ଠ ନେତାମାନେ ଭେଟିବାକୁ ଯାଇଥିଲେ .ସେତେବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥ ଅନେକ ଖରାପ ଥିବା ଦେଖିବାକୁ ମିଳିଥିଲା .ସେ ବେଡ଼ରେ ରେଷ୍ଟ କରୁଥିଲେ . ଏହାକୁ ଦେଖିବାକୁ ପରେ ଲୋକେ କହୁଛନ୍ତି ରାହୁଲ ଏମିତି ଧକା ଦେଲେ ଯେ .ସାଂସଦଙ୍କ ଖଣ୍ଡିଆ ବଢ଼ିଚାଲିଛି .

ତେବେ ସଂସଦ ପରିସରରେ ଆମ୍ବେଦକରଙ୍କୁ ନେଇ ବିବାଦ ସମୟରେ ବାଲେଶ୍ୱର ସାଂସଦ ପ୍ରତାପ ସଡ଼ଙ୍ଗୀଙ୍କ ମୁଣ୍ଡ ଫାଟିଥିଲା .ଆଉ ରାହୁଲ ଗାନ୍ଧୀ ଧକା ଦେବାରୁ ଏମିତି ହୋଇଛି ବୋଲି ସେ କହୁଥିଲେ .ସେତେବେଳେ ସେ ମିଡ଼ିଆକୁ ପ୍ରତିକ୍ରିୟା ବି ଦେଇଥିଲେ . ଯାହାକୁ ନେଇ ତାଙ୍କୁ ସୋସିଆଲ ମିଡିଆରେ ବହୁ ଟ୍ରୋଲର ଶିକାର ହେବାକୁ ପଡ଼ୁଛି .

author

Related Articles

Leave a Reply

Your email address will not be published. Required fields are marked *