ସାହିରେ ପଶିଲେ ଶତାଧିକ କର୍ମୀ

ସାହିରେ ପଶିଲେ ଶତାଧିକ କର୍ମୀ

ସାଲିଆ ସାହିରେ ପଶିଲେ ଶତାଧିକ କର୍ମୀ .ନବୀନ ପଟ୍ଟନାୟକ ଜିନ୍ଦାବାଦରେ କମ୍ପିଲା ଦାଣ୍ଡ . ତେବେ ହାରିବା ପରେ ପଶିଛି ବିଜେଡ଼ିର ଚେତା .ଦଳପକ୍ଷରୁ ବିଭିନ୍ନ ସ୍ଥାନରେ ଜନ ସର୍ମ୍ପକ ପଦଯାତ୍ରା ଆରମ୍ଭ ହୋଇଛି . ଏହି କ୍ରମରେ ଭୁବନେଶ୍ୱର ଉତର ନିର୍ବିାଚନ ମଣ୍ଡଳୀ ସାଲିଆ ସାହିରେ ଜନସର୍ମ୍ପକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା .

ଯେଉଁଥିରେ ଭୁବନେଶ୍ୱର ଉତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ସମସ୍ତେ ଦଳର ନେତା ମାନଙ୍କୁ ଦେଖିବାକୁ ମିଳିଥିଲା .ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କ ମନ୍ମଥ ରାଉତଙ୍କୁ ଦେଖିବାକୁ ମିଳିଥିଲା . ଖାଲି ସେମତି ନୁହେଁ ହଜାର ହଜାର ନବୀନଙ୍କ ସମର୍ଥକ ମାନେ ମଧ୍ୟ ଏହି ରାଲିରେ ସାମିଲ ହୋଇଥିଲେ .ସେଠାରେ ସେ ପଚାରିଥିଲେ ଆପଣମାନେ ୩୦୦ଶହ ୟୁନିଟି ମାଗଣା ବିଜୁଳି ପାଇଲେଣି ,୩୦୦ହଜାଟଙ୍କ ଭର୍ତା ଆପଣ ମାନେ ପାଉଛନ୍ତି ବୋଲି ପ୍ରଶ୍ନ କରିଥିଲେ .ଲୋକମାନେ ମଧ୍ୟ ତାଙ୍କ ପ୍ରଶ୍ନରେ ନାଁ ବୋଲି ଉତର ଦେଇଥିଲେ .

author

Related Articles

Leave a Reply

Your email address will not be published. Required fields are marked *