ସୁନା ଦରରେ ବଡ଼ ପରିବର୍ତନ ! ଘରକୁ କିଣି ନିଅନ୍ତୁ ରାଣୀହାର ! ୭ ପ୍ରତିଶତ ଖସିଲା ସୁନା ଦର .ଗ୍ରହକଙ୍କ ପାଇଁ ଖୁସି ଖବର ଘରକୁ କିଣି ନିଅନ୍ତୁ ସୁନା ହାର . ବିଗତ ଦିନରେ ଆକାଶ ଛୁଆଁ ହୋଇଥିବା ସୁନା ଦର ଏଇ କିଛି ଦିନ ହେବ ଏଥିରେ ବ୍ରେକ ଲାଗିବା ସହ ଧିରେ ଧିରେ ଦର ହ୍ରାସ ପାଇବାରେ ଲାଗିଲାଣି . ଗତ ଏପ୍ରିଲ ୨୨ ପରେ ସୁନା ଦର ରେକର୍ଡ ଛୁଇଁ ଥିଲା .ତେବେ ଏବେ ସୁଦ୍ଧା ସୁନାଦର ୭ ପ୍ରତିଶତ ଖସିଲାଣି . ବିଶେଷଜ୍ଞଙ୍କ ମତରେ ସୁନା ଦର ୮୮ ଟଙ୍କାକୁ ଖସି ଆସିବ .ଯଦି ସୁନା ଦରରେ ଏତେ ବଡ ପରିବର୍ତନ ହେବ ନିବେସକ ମାନେ କଣ କରିବେ ବୋଲି ପ୍ରଶ୍ନ ଉଠିଲାଣି . ଗବେଷକଙ୍କ କହିବା ଅନୁସାରେ ସମ୍ପ୍ରତିକ ଭୂ ରାଜନୈତିକ ସମସ୍ୟା ବଜାର ଚାହିଦା ହ୍ରାସ ଯୋଗୁଁ ସୁନା ଦରରେ ଏପରି ଅସ୍ଥିରତା ଦେଖାଦେଉଛି .
ତେବେ ଆସନ୍ତୁ ନଜର ପକାଇବା ଏହାର ଗୁରୁତ୍ୱ ପୂର୍ଣ୍ଣ କାରଣ ଗୁଡିକ ଉପରେ . ଯଦି ଆମେ ଦେଖିବା ଋଷ – ୟୁକ୍ରେନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଉଭୟ ରାଷ୍ଟ୍ରମଧ୍ୟରେ ଆଲୋଚନାର ଅଭାବ ଯୋଗୁଁ ସୁନା ଦରରରେ ବୃଦ୍ଧି ପାଇଛି . ଅପରପକ୍ଷେ ଭାରତୀୟ ମୁଦ୍ରାରେ ୮୭ ୦୦୦ ଟଙ୍କାରୁ ୮୮ ୦୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ହେବ ବୋଲି ଅନୁମାନ କରାଯାଉଛି . ବର୍ତମାନ ପରିସ୍ଥିତିରେ ବଜାର ପରିବର୍ତନ ସତ୍ୱେ ସୁନାର ପ୍ରଭାବ ସ୍ଥିର ରହିଛି . ବୈଷିକ ସ୍ତରରେ ଆର୍ଥିକ ପରିସ୍ଥିତି ସୁଧୁରିଲେ ସୁନା ମୂଲ୍ୟରେ ଏକ ନିର୍ଦ୍ଧାରିତ ମୂଲ୍ୟ ଆସିଯିବ . ସେହିପରି ଆଗାମି ଦିନରେ ସୁନା ମୂଲ୍ୟ ଆହୁରି କମିଯିବ ବୋଲି ଆକଳନ କରାଗଲାଣି .
ତେବେ ଯଦି ସତରେ ସୁନା ଦରରେ ଆଗକୁ ଏପରି ବଡ ପରିବର୍ତାନ ହେବ ଏହା ଦ୍ୱାରା ସାଧାରଣ ଲୋକେ ନିଶ୍ଚୟ ଆଶ୍ୱସ୍ତି ଲାଭ କରିବେ ବୋଲି କୁହାଯାଉଛି .