ସୁପ୍ରିମକୋର୍ଟ ଯିବେ ହେମନ୍ତ ସୋରେନ !

ସୁପ୍ରିମକୋର୍ଟ ଯିବେ ହେମନ୍ତ ସୋରେନ !

ଜମି ଦୁର୍ନୀତି ମାମଲାରେ ଜାନୁୟାରୀ ୩୧ତାରିଖ ରାତିରେ ହେମନ୍ତ ସୋରେନଙ୍କୁ ଗିରଫ କରିଛି ଇଡି ।ଏବେ ହେମନ୍ତ ସୋରେନଙ୍କୁ ଲାଗିଲା ସୁପ୍ରିମକୋର୍ଟରେ ଝଟକା । ମାମଲାରେ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ । ଏହାସହ ଝାଡ଼ଖଣ୍ଡ ହାଇକୋର୍ଟ ଯିବାକୁ ପରାମର୍ଶ ଦେଲେ ସର୍ବୋଚ୍ଚ ନ୍ୟାୟାଳୟ । ହାଇକୋର୍ଟରେ ଶୁଣାଣି ନହେଲେ ତା ପରେ ସୁପ୍ରିମକୋର୍ଟର ବାଟ ଖୋଲାଅଛି ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଜମି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଗିରଫଦାରୀକୁ ଚ୍ୟାଲେଞ୍ଜ କରିଥିଲେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ।

author

Related Articles

Leave a Reply

Your email address will not be published. Required fields are marked *