ସୁଭଦ୍ରା ଟଙ୍କା ଦେବା ପରେମା ମାନଙ୍କୁ ଘୋର ଅପମାନ !

ସୁଭଦ୍ରା ଟଙ୍କା ଦେବା ପରେମା ମାନଙ୍କୁ ଘୋର ଅପମାନ !

ଥରେ ଦେଖନ୍ତୁ ଏହି ଦୃଶ୍ୟକୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡ଼ିଓରେ କିଛି ସୁଭଦ୍ରା ଟଙ୍କା ପାଇଥିବା ମା ମାନଙ୍କୁ ଦେଖିବାକୁ ମିଳୁଛି . ଯେଉଁମାନେ ସୁଭଦ୍ରା ମୁଖ୍ୟମନ୍ତ୍ରୀ ମୋହନ ମାଝି ଓ ସୁଭଦ୍ରା ଲୋଗ ଥିବା ଏକ ବ୍ୟାନର ଧରି ବୁଲୁଛନ୍ତି . ଦୃଶ୍ୟ ଦେଖି ଲାଗୁଛି ଏଠାରେ ସୁଭଦ୍ରା ଯୋଜନାକୁ ନେଇ କୈାଣସି ରାଲି କରାଯାଉଛି . ଯେଉଁଥିରେ ସୁଭଦ୍ରାକୁ ନେଇ ଲୋକଙ୍କୁ ସଚେତନତା କରାଯିବା . ହେଲେ ଏଠାରେ କିନ୍ତୁ ଲାଗୁଛି ସଚେତନତା କମ ପ୍ରଚାର ଅଧିକ ହେଉଛି .

ମହିଳାମାନେ କାହଁକି ମୋହନ ସରକାରଙ୍କ ଜୟ ଗାନ କରୁନାହାଁନ୍ତି .ସେଥିପାଇଁ ଭିଡ଼ିଓ ବାହାରେ ଥିବା ଜଣେ ବ୍ୟକ୍ତି ସେମାନଙ୍କୁ ଅପମାନିତ କରୁଛନ୍ତି . ବ୍ୟକ୍ତି ଜଣକ କହୁଛନ୍ତି ସୁଭଦ୍ରା ଟଙ୍କା ପାଇଲ ଶାଢ଼ୀ କିଣିଲ ହେଲେ ଏବେ ପାଟି ଖୋଲୁନି . ଏହାରେ ମହିଳା ମାନେ ନାରା ଦେଉଛନ୍ତି . ତେବେ ଏହି ଦୃଶ୍ୟ କେବେକାର ଆଉ କେଉଁଠାର ତାହାତ ଆମକୁ ଜଣାନାହିଁ ଆଉ ଭିଡିଓ ବାହାରେ ଯେଉଁ ବ୍ୟକ୍ତି ଙ୍କର ସ୍ୱାର ଶୁଣାଯାଉଛି ତାହାଙ୍କୁ ଆମେ ଜାଣଇନାହୁଁ . ତେବେ ଏହି ଭିଡିଓ ଟି ସୋସିଆଲ ମିଡିଆରେ ଭାଇାରାଲ ହେବାରେ ଲୋକେ ଏହାକୁ ଘୋର ନିନ୍ଦା କରୁଛନ୍ତି .ଯାହାକୁ ଦେଖିବା ପରେ ଲୋକେ କହୁଛନ୍ତି ମୋହନ ସରକାର ମହିଳାଙ୍କୁ ଶସକ୍ତ କରିବା ପାଇଁ ସୁଭଦ୍ରା ଯୋଜନା ଦେଇଛନ୍ତି ନା ତାଙ୍କ ପ୍ରଚାର କରିବା ପାଇଁ . ଯେଉଁଠାରେ ମା ମାନଙ୍କୁ ଏପରି ଅପଶବ୍ଧ ବ୍ୟବହାର କରାଯାଉଛି .ତେବେ ଗତ କାଲି ମାର୍ଚ୍ଚ ୮ ତାରିଖ ଆନ୍ତଜାର୍ତୀୟ ମହିଳା ଦିବସ ଅବସରରେ . ମହିଳାଙ୍କୁ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତିର ୫୦୦୦ ଟଙ୍କା ଆସିଛି . ହେଲେ ଏହି ସମୟରେ ଭିଡିଓ ଭାଇରାଲ ହେବା ପରେ ସମସ୍ତଙ୍କ ମନକୁ ଆଘାତ ଲାଗିଛି .

author

Related Articles

Leave a Reply

Your email address will not be published. Required fields are marked *