ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସୁଭଦ୍ରା ଯୋଜନା ସଂପର୍କରେ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାଶଙ୍କ ଦ୍ବାରା ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ବ୍ଲକ୍ ରେ କିପରି ସୁଭଦ୍ରା ଯୋଜନାର ସଫଳ ରୂପାୟନ ହେବ ଏଵଂ କିପରି ହିତାଧିକାରୀମାନେ ଏହାର ଲାଭ ପାଇ ପାରିବେ ଏବଂ ଉପକୃତ ହୋଇ ପାରିବେ ସେ ନେଇ ଜିଲ୍ଲାପାଳ ଶ୍ରୀ ଦାସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

You can share this post!
author
Related Articles
କାଟିଲେ ବୋହିଲେ ସରୁନି ନୀଳଜହର
- November 12, 2024
ରାସ୍ତାରୋକ କଲେ ଅଞ୍ଚଳବାସୀ
- November 11, 2024
ଗଞ୍ଜେଇ ଓ ଭାଙ୍ଗ ଜବତ
- November 6, 2024