ସୁରୁଖୁରୁରେ ଚାଲିଛି ଗୃହର ପ୍ରଶ୍ନକାଳ

ସୁରୁଖୁରୁରେ ଚାଲିଛି ଗୃହର ପ୍ରଶ୍ନକାଳ

ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପରେ ୨ ଦିନ ହେବ ଆଦିବାସୀଙ୍କ ଜମି ସଂକ୍ରାନ୍ତରେ ନିଆଯାଇଥିବା କ୍ୟାବିନେଟ ନିଷ୍ପତ୍ତିକୁ ନେଇ ଗୃହକୁ ଚଲାଇ ଦେଇନଥିଲେ ବିରୋଧୀ ।

ଯେଉଁଥିପାଇଁ ଗୃହକୁ ବାରମ୍ବାର ମୁଲତବି କରିବାକୁ ପଡିଥିଲା । ଦୁଇ ଦିନ ହେବ ଲାଗିରହିଥିଲା ଗୃହରେ ହଟ୍ଟଗୋଳ । ୨ ଦିନ ପରେ ପୁନଶ୍ଚ ସ୍ୱାଭାବିକ ହୋଇଛି ଗୃହକାର୍ଯ୍ୟ । ସୁରୁଖୁରରେ ଚାଲିଛି ପ୍ରଶ୍ନକାଳ । ଏପରିକି ବାଚସ୍ପତି ପ୍ରମିଳା ମଲ୍ଲିକ ଗୃହକୁ ସୁରୁଖୁରରେ ଚଲାଇବାକୁ ସର୍ବଦଳୀୟ ବୈଠକ ଡାକିଥିଲେ କିନ୍ତୁ ତାହା ସଫଳ ହୋଇନଥିଲା ।

author

Related Articles

Leave a Reply

Your email address will not be published. Required fields are marked *