ହଠାତ୍ ମାଡି ଆସିଲା କଳାହାଣ୍ଡିଆ ମେଘ ଆକାଶରେ ଘୋଟିଗଲା କଳା ବାଦଲ । ଆରମ୍ଭ ହେଲା କାଳବୈଶାଖୀ ବର୍ଷା । କଟକ, ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ହାଲୁକା ବର୍ଷା । ପବନ ବହିବା ସହ ହେଉଛି ବର୍ଷା । କାଳବୈଶାଖୀ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୨ ଘଣ୍ଟା ପାଇଁ ୟଲୋ ୱାର୍ଣ୍ଣି ଜାରି କରିଛି ପାଣିପାଗ ବିଭାଗ । କଟକ ଓ ଢେଙ୍କାନାଳ ଜିଲ୍ଲାକୁ ସତର୍କତା କରାଇଛନ୍ତି ପାଣିପାଗ ବିଭାଗ । ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ ।

You can share this post!
author
Related Articles
କଲବଲ କଲାଣି ତାତି 45 ଡିଗ୍ରୀ ଡେଇଁଲା…
- April 22, 2025
ସ୍ୱାମୀର ହାତ ଛାଡିଲେ ସ୍ତ୍ରୀ
- November 6, 2024
ସଭାରେ ମାହାଙ୍ଗା ବିଧାୟକ କହିଲେ ଏମିତି
- November 4, 2024