
କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀ ପୁଣିଥରେ ଅସୁସ୍ଥ ହୋଇପଡିବ ସହ ଦିଲ୍ଲୀର ସାର ଗଙ୍ଗରାମ ହସ୍ପିଟାଲରେ ଭର୍ତି ହୋଇଛନ୍ତି ! ତାଙ୍କ ସ୍ଵାସ୍ଥବସ୍ଥା ସ୍ଥିର ଥିବା ସୂଚନା ମିଳିଛି ! ଏହା ପୂର୍ବରୁ ସ୍ଵଅସ୍ତ ଖରାପ ଯୋଗୁ ସୋନିଆ ୨/୩ ଥର ଗଙ୍ଗାରାମ ହସ୍ପିଟାଲରେ ଭର୍ତି ହୋଇଥିଲେ ! ଗତ ୩୧ ତାରିଖରେ ମୁମ୍ବାଇ ବିରୋଧୀ ମିଳିତ ମଞ୍ଚ ଇଣ୍ଡିଆ ବୈଠକରେ ରାହୁଲ ଗାନ୍ଧୀଙ୍କ ସହ ସୋନିଆ ଯୋଗ ଦେଇଥିଲେ !