ହାତରୁ ଖସି ଫୁଟିଲା ବୋମା

ହାତରୁ ଖସି ଫୁଟିଲା ବୋମା

ବୋମା ଧରି ଘରେ ବୁଲୁ ଥିବା ବେଳେ ହାତରୁ ଖସି ଫୁଟିଲା ବୋମା . ବୋମା ଫୁଟି ଗୋଟିଏ ପରିବାର ୩ ଜଣ ଗୁରୁତର ଆହତ .ଖଲ୍ଲିକୋଟ ଥାନା ହରିପୁର ଗ୍ରାମରେ ଘଟିଛି ଏପରି ଅଭାବନୀୟ ଘଟଣା .ପ୍ୟାକେଟରେ ବୋମା କୁ ବାହାର କରି ଘର ଲୋକକୁ ବୁଲି ବୁଲି ଦେଖାଉଥିବା ବେଳେ ତଳେ ପଡ଼ି ଫୁଟି ଗଲା ବୋମା .ଗୁରୁତର ୩ ଜଣ ହେଲେ ହରିପୁର ଗାଁ ର ବାଲାଜୀ ଦାସ ଓ ତାଙ୍କ ସ୍ତ୍ରୀ ଗୀତା ଦାସ ଓ ତାଙ୍କର ଦଶ ବର୍ଷର ଛୋଟ ଝିଅ ପ୍ରଣତୀ ଦାସ . ଖଲ୍ଲିକୋଟ ମେଡିକାଲ ରେ ଚିକିତ୍ସିତ ହେଉଥିବା ବେଳେ ବୋମା ଧରି ଆସିଥିବା ବ୍ୟକ୍ତି ଫେରାର ହୋଇଥିବା ଦେଖିବାକୁ ମିଳିଛି .ଗୁରୁତର ଆହତ ହୋଇଥିବା ୩ଜଣ ଗୋଟିଏ ପରିବାର ସଦସ୍ୟ .ଘଟଣା ସ୍ଥଳରେ ଖଲ୍ଲିକୋଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି .

author

Related Articles

Leave a Reply

Your email address will not be published. Required fields are marked *