ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟୀର ମୁଖିଆ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ପଡିଲା ଚଡକ । ଦିଲ୍ଲୀ ବିଧାନସଭା ନିର୍ବାଚନରେ ଉଧେଇ ପାରିଲାନି ଆପ୍ । ହାରିଗଲେ ଆଗଧାଡିର ନେତା । ଆପର ମୁଖିଆ ଅରବିନ୍ଦ କେଜ୍ରିୱାଲ ପରାଜୟ ବରଣ କରିଛନ୍ତି । ବିଜେପି ନେତା ପରବେଶ ବର୍ମାଙ୍କ ଠାରୁ କେଜ୍ରିୱାଲ ପରାଜିତ ହୋଇଛନ୍ତି । ସେହିପିର ଆପର ଆଉ ଜଣେ ଟାଣୁଆ ନେତା ତଥା କେଜ୍ରିୱାଲଙ୍କ ଗୋଟିଏ ହାତ କୁହାଯାଉଥିବା ମନୀଷ ସିସୋଦିଆ ନିର୍ବାଚନରେ ପରାଜୟ ବରଣ କରିଥିବା ଖବର ମିଳିଛି।

You can share this post!
author