ହୁ ହୁ ହୋଇ ବଢିଚାଲିଛି ସୁନା ଦର

ହୁ ହୁ ହୋଇ ବଢିଚାଲିଛି ସୁନା ଦର

ହୁ ହୁ ହୋଇ ବଢିଚାଲିଛି ସୁନା ଦର । ପ୍ରତିଦିନ ସୁନା ଦର ବଢିବାରେ ଲାଗିଛି । ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମକୁ ୭୩ ହଜାର ୩୧୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମକୁ ୬୭ ହଜାର ୨୦୦ ଟଙ୍କା ରହିଛି । ଗତକାଲି ୨୪ କ୍ୟାରେଟ ସୁନା ରେଟ୍ ୧୦ ଗ୍ରାମକୁ ୭୨ ହଜାର ୨୨୦ ଟଙ୍କା ଥିବା ବେଳେ ଆଜି ଏଥିରେ ୧୦୯୦ ଟଙ୍କା ବୃଦ୍ଧି ଘଟିଛି। ଅନ୍ୟପକ୍ଷରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମକୁ ଗତକାଲି ୬୬ ହଜାର ୨୦୦ ଟଙ୍କା ଥିବା ବେଳେ ଆଜି ୧୦୦୦ ଟଙ୍କା ବଢ଼ିଛି।

author

Related Articles

Leave a Reply

Your email address will not be published. Required fields are marked *