ହୃଦଘାତ ରୋଗୀମାନେ ଏହି ସବୁ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ

ହୃଦଘାତ ରୋଗୀମାନେ ଏହି ସବୁ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ

ଆଜିକାଲି ଲୋକମାନଙ୍କ ର ରୋଗ ସମସ୍ୟା କହିଲେ ନ ସରେ । ବେଶି କରି ଲୋକମାନଙ୍କ କ୍ଷେତ୍ରରେ ହୃଦଘାତ ରୋଗ ଦେଖାଦେଇଥାଏ । ଆସନ୍ତୁ ଜାଣିବା ଏହି ରୋଗରୁ ଦୂରେଇ ରହିବାକୁ ହେଲେ କେଉଁ ନିୟମ ମାନିବାକୁ ପଡିବ । ଅଧିକ ତେଲ ଥିବା ଖାଦ୍ୟ ଖାଆନ୍ତୁ ନାହିଁ, ଅଧିକ ଆମିଷ ମଧ୍ୟ ଖାଆନ୍ତୁ ନାହିଁ,
କମ୍ ଲୁଣ ଥିବା ଖାଦ୍ୟ ଖାଆନ୍ତୁ, ମଟନ, ଚିଙ୍ଗୁଡି ଓ କଙ୍କଡ଼ା ଖାଆନ୍ତୁ ନାହିଁ, ପ୍ରତ୍ୟେକ ଦିନ ପନିପରିବା ସହ ଗୋଟିଏ ଫଳ ଖାଇବା ଆବଶ୍ୟକ, ଶରୀରରେ ଅଧିକ ଚର୍ବି ରହିବା ହୃଦରୋଗ ର ମୁଖ୍ୟ କାରଣ ତେଲ ଜାତୀୟ ଖାଦ୍ୟ ଶରୀରରେ ଅଧିକ ଚର୍ବି ବଢାଇଥାଏ, ମିଠା ଜାତୀୟ ଖାଦ୍ୟ ମଧ୍ୟ ଅଧିକ ଖାଆନ୍ତୁ ନାହିଁ ।

author

Related Articles

Leave a Reply

Your email address will not be published. Required fields are marked *