ଅଙ୍ଗୁର ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି । ଆମେ ସବୁଜ ଅଙ୍ଗୁର ଆଉ କଳା ଅଙ୍ଗୁର ଖାଇଛେ । ଏବଂ ନାଲି ଅଙ୍ଗୁର ମଧ୍ୟ ଖାଇଛେ । ଏହି ନାଲି ଅଙ୍ଗୁର ପାଟିକୁ ଯେତିକି ସ୍ୱାଦିଷ୍ଚ ଲାଗେ ସ୍ୱାସ୍ଥ ପାଇଁ ମଧ୍ୟ ସେତିକି ଲାଭବାନ୍ ଅଟେ ଏବଂ ଏହା ଭାରତରେ କମ ଉପଲବଧ ହୋଇଥାଏ । ନାଲି ଅଙ୍ଗୁର ଖାଇବା ଦ୍ୱାରା ହୃଦୟ ସୁସ୍ଥ ରହିଥାଏ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଧମନୀକୁ ସୁସ୍ଥ ରଖିଥାଏ । ଏଥିରୁ ମିଳୁଥିବା କ୍ୟାଲସିୟମ ହାଡକୁ ମଜଭୁତ ରଖିଥାଏ । ଆହୁରି ମଧ୍ୟ ଓଜନ ନିୟନ୍ତ୍ରଣରେ ସାହାର୍ଯ୍ୟ କରିବା ସହ ମସ୍ତିଷ୍କକୁ ସୁସ୍ଥ ରଖେ । ନାଲି ଅଙ୍ଗୁରରୁ ରେଡ ୱାଇନ ପ୍ରସ୍ତୁତ ହୋଇଥାଏ ।

- October 3, 2023
0
173
Less than a minute
You can share this post!
author
Related Articles
ଏହି ସମୟରେ ଆଦୌ ଖାଆନ୍ତୁନି ଦହି…
- May 28, 2025