୩ଟି ଜିଲାରେ ବରଷିବ ବହୁତ ବର୍ଷା …..

ଆଜି ଉତ୍ତମ -ପଶ୍ଚିମ ବଙ୍ଗୋପସାଗର ଓ ପାଶ୍ୱବର୍ତୀ ଅଂଚଳରେ ସାକୀରିଆ ରହିଛି !ଏହାସହ ଏହା ଵାୟୁମଣ୍ଡଳର ୭.୬ କିମି ଉଚତା ଯାଏ ବ୍ୟାପିଛି ! ଫଳରେ ଆଜି ରାଜ୍ୟର ଉତ୍ତମ ଅଭୟନ୍ତରଣ ଓଡ଼ିଶାର କେତେକ ଜିଲାରେ ପ୍ରବଳରୁ ପ୍ରବଳ ବର୍ଷା ହୋଇଯାଇଛି ! ଏହାର ପ୍ରତିଭାରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଉତର-ପଶ୍ଚିମ ପାଶ୍ୱବର୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ! ଆସନ୍ତାକାଲି ମାଲକାନଗିରି,କୋରାପୁଟ,ନବରଙ୍ଗପୁର,ଆଦି ଜିଲାରେ ପ୍ରବଳ ବର୍ଷା ହେବ !
ସେହିଭଳି ୬ ତାରିଖମାଲକାନଗିରି,କୋରାପୁଟ,ନବରଂଗପୁର,ରାୟଗଡା,ଗଜପତି,ଗଂଜାମ,କଳାହାଣ୍ଡି ଆଦି ଜିଲାରେ ବର୍ଷା ସମ୍ଭାବନାକୁ ନେଇ ଅବର୍ଣ୍ଣିଙ୍ଗ ରହିଛି !

ଗତ ୨୪ ଘଣ୍ଟାରେ ରାଜ୍ୟରେ ବର୍ଷା ରେକର୍ଡ ହୋଇଛି ! ହାରାହାରି ବର୍ଷା ତୁଳନାରେ ଏହା ୧୪% ଅଧିକ ! ସର୍ବାଧିକ ବର୍ଷା କଟକ ଜିଲାର ବଙ୍ଗୀଠାରେ ୧୩୩ ମିମି ରେକର୍ଡ ରହିଛି ! ୧ ଜୁନ୍ରରୁ ୪ ସେମଟେମ୍ବର ମଧ୍ୟରେ ରାଜ୍ୟରେ ସର୍ବମୋଟ ୮୧୫.୨ ମିମି ବର୍ଷା ହୋଇଯାଇଛି ! ଯାହାକି ସ୍ୱାଭାବିକ ବର୍ଷା ୯୫୨.୫ ତୁଳନାରେ ୧୪% କମ ! ରାଜ୍ୟରେ ୨୦ଜିଲାରେ ବର୍ଷା ହୋଇଥିବା ବେଳେ ୧୦ଜିଲାରେ ପ୍ରବଳ ବର୍ଷା ରେକର୍ଡ ରହିଛି ! ରାଜଧାନୀ ଭୁବନେଶ୍ୱର ଓ ଏହାର ଆଖପାଖ ଅଂଚଳରେ ବର୍ଷା ସମ୍ଭାବନା ରହିଛି !

author

Related Articles

Leave a Reply

Your email address will not be published. Required fields are marked *