୩୫ ବର୍ଷରେ ପାଦ ଥାପିଲେ କିକ୍ରେଟ କିଙ୍ଗ କୋହଲି  

୩୫ ବର୍ଷରେ ପାଦ ଥାପିଲେ କିକ୍ରେଟ କିଙ୍ଗ କୋହଲି  

ଆଜି କ୍ରିକେଟ କିଙ୍ଗ୍ ବିରାଟ କୋହଲିଙ୍କ ଜନ୍ମଦିନ। ସେ 35 ବର୍ଷରେ ପଦାର୍ପଣ କରିଛନ୍ତି । ତାଙ୍କ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ କୋଲକତାର ଇଡେନ ଗାର୍ଡେନରେ ଆଜି ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । ବେଙ୍ଗଲ କ୍ରିକେଟ ସଂଘ କୋହଲିଙ୍କ ୭୦ ହଜାର ମୁଖା ବାଣ୍ଟିବାକୁ ନିଷ୍ପତ୍ତି ନେଇଛି । ଏଥିସହ ଜନ୍ମଦିନ ପାଳନ ପାଇଁ ସ୍ୱତନ୍ତ୍ର କେକ ଅର୍ଡର କରାଯାଇଛି । କେକରେ କୋହଲିଙ୍କ ବିଭିନ୍ନ ରେକର୍ଡ ସ୍ଥାନିତ କରାଯିବ ବୋଲି ସୂଚନା ମଳିଛି । କୋହଲି ଦିନିକିଆ କ୍ରିକେଟରେ ୪୮ଟି ଶତକ ମାରି ସାରିଛନ୍ତି । ସଚିନ 49 ଶତକ ମାରିଛନ୍ତି । କୋହଲି ଆଉ ଏକ ଶତକ ମାରି ଦିନିକିଆରେ ସଚିନଙ୍କ ସମକକ୍ଷ ହେବେ ବୋଲି ଆଶା ରଖିଛନ୍ତି ତାଙ୍କ ଫ୍ୟାନ ।

author

Related Articles

Leave a Reply

Your email address will not be published. Required fields are marked *