୪ପୁଅ ଆଉ ବାପାଙ୍କୁ ଆଜୀବନ କାରାଦଣ୍ଡ….

ଗଂଜାମ ଜିଲା ପାଟପୁର ଥାନା ଅଞ୍ଚଳରେ ଘଟିଥିବା ଏକ ଡବଲ ମର୍ଡୱେର ଘଟଣାର ବିଚରଣ କରି ବ୍ରହ୍ମହପୁର ଅଦାଲତ ୫ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି | ଅଭିଯୁକ୍ତ ମାନେ ହେଲେ ପାଟପୁର ଥାନା ଅନ୍ତର୍ଗତ ଜଗନ୍ନଥ ପୁରୁ ଗ୍ରାମର ଧନୁ ସ୍ୱାଇଁ ଓ ତାଙ୍କ ୪ ପୁଅ ଭଗବାନ ସ୍ୱାଇଁ, ସରୋଜ ସ୍ୱାଇଁ ,ଅମିନ ସ୍ୱାଇଁ ଓ କାର୍ତିକ ସ୍ୱାଇଁ | ଉଭୟ ପରିବାର ମଧ୍ୟରେ କୌଣସି କାରଣରୁ ନେଇ ୨୦୧୩ର ଗଣ୍ଡ ଗୋଳ ହୋଇଥିଲା | ଏ ନେଇ ଥାନା ରେ ମାମଲା ହୋଇଥିଲା | ଏହି ଗଣ୍ଡଗୋଳରେ ପ୍ରତି ସୋଡ ନେବା ପାଇଁ ଧନୁ ସ୍ୱାଇଁ ଓ ତାଙ୍କ ପରିବାର ଲୋକେ ଅପେକ୍ଷା କରି ରହିଥିଲା |

author

Related Articles

Leave a Reply

Your email address will not be published. Required fields are marked *