10 ଟଙ୍କା ପଡିଲା ଭାରି । ବିଅର ବୋତଲ ପିଛା ଅଧିକ ୧୦ ଟଙ୍କା ନେବା ମହଙ୍ଗା ପଡିଲା । ଅଧିକ ୧୦ଟଙ୍କା ନେଇ ଫସିଛନ୍ତି ସରକାରୀ ଲାଇସେନ୍ସ ପାଇଥିବା ମଦ ବ୍ୟବସାୟୀ । ଏହି ମାମଲାରେ କଟକ ଖାଉଟି ବିବାଦ ସମାଧାନ କମିଶନ ସଂପୃକ୍ତ ମଦ ବ୍ୟବସାୟୀଙ୍କ ଉପରେ ୨୦ ଲକ୍ଷ ଟଙ୍କା ଜୋରିମାନା କରିବା ସହ କ୍ଷତିପୂରଣ ବାବଦ ୫୦ ହଜାର ଟଙ୍କା ଓ ମାମଲା ଖର୍ଚ୍ଚ ବାବଦରେ ଆଉ ୧୫ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ପରେ ଆଉ ଏକ ମଦ ଦୋକାନକୁ ସିଲ କରିଛି ଅବକାରୀ ବିଭାଗ । ଦୋକାନୀ ବୋତଲ ପିଛା ଅଧିକ ଟଙ୍କା ନେଇଥିବା ହେତୁ ଫେରସ୍ତ ପାଇଁ ମଦ ଦୋକାନୀଙ୍କୁ ଲିଗାଲ ନୋଟିସ୍ କରିଥିଲେ ।

You can share this post!
author
Related Articles
ଅଟୋକୁ ଧକ୍କା ଦେଲା ବିଧାୟକଙ୍କ କାର
- November 25, 2024
ଗିରଫ ହେଲେ ଅଷ୍ଟମ ଫେଲ ଗୁପ୍ତରୋଗୀ ନକଲି ଡାକ୍ତର
- November 15, 2024
ରୋଡ ଉପରେ ପାନ-ମସାଲା ଛେପ ପକାଇଲେ ସାବଧାନ ରୁହନ୍ତୁ….
- November 15, 2024