ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ଚଳଚଞ୍ଚଳ ଅଯୋଧ୍ୟା ନଗରୀ । ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠାକୁ ମାତ୍ର କେଇ ଘଣ୍ଟା ବାକି । ଗତ ଗୁରୁବାରଠାରୁ ପ୍ରାଣ ପ୍ରତିଷ୍ଠା ପୂଜା ଜାରି ରହିଛି । ଏହି ଅନୁଯାୟୀ ମନ୍ଦିର ଗର୍ଭ ଗୃହରେ ରାମଲାଲାଙ୍କ ମୂର୍ତ୍ତିକୁ 114 କଳସ ଔଷଧୀୟ ଜଳରେ ସ୍ନାନ କରାଯିବ । ସରଜୂ ନଦୀର ରାମଘାଟରୁ ୧୧୪ କଳସ ପାଣି ଆଣି ସ୍ନାନବିଧି ସଂପନ୍ନ କରାଯିବ । ଏଥିସହ ମନ୍ଦିରରେ ସ୍ଥାପିତ ଦେବତାଙ୍କ ଦୈନିକ ପୂଜନ, ହନବ, ବେଦ ପାରାୟଣ ନୀତି ଅନୁଷ୍ଠିତ ହେବ । ୧୧୪ କଳସ ଔଷଧୀୟ ଜଳରେ ରାମଲଲାଙ୍କ ମୂର୍ତିକୁ ସ୍ନାନ ପରେ ବୈଦିକ ମନ୍ତ୍ରୋଚାରଣ ହେବ ମହାପୂଜା ।

You can share this post!
author
Related Articles
ଆପ ବିଧାୟକଙ୍କ ଏମିତି କାଣ୍ଡ,ନିଜକୁ ବନ୍ଧୁକରେ……
- January 11, 2025
ଆଜି ଜାତୀୟ ପ୍ରେସ୍ ଦିବସ….
- November 16, 2024