16ରୁ ରତ୍ନଭଣ୍ଡାର ମରାମତି…

16ରୁ ରତ୍ନଭଣ୍ଡାର ମରାମତି…

ରତ୍ନଭଣ୍ଡାର ମରାମତିକୁ ମୋହନ ସରକାରଙ୍କ ବଡ ନିଷ୍ପତ୍ତି । ଆସନ୍ତା 16 ତାରିଖଠାରି ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ଏନେଇ ଖୁବଶୀଘ୍ର ବୈଠକ ବସିବ ବୋଲି ସୂଚନା ମିଳିଛି । ମରାମତି କରିବା ପାଇଁ ଦିନକୁ 5ଘଣ୍ଟାର ସମୟ ଆବଶ୍ୟକ । ରତ୍ନଭଣ୍ଡାର ଖୋଲାଯିବ ପରେ ସମସ୍ତ ଅଳଙ୍କାର ସିନ୍ଧୁକରେ ନେି ସ୍ରୀମ୍ନଦିର କରାୟାଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି ।   ଜୁଲାଇ ମାସରେ ରତ୍ନଭଣ୍ଡାର ଯାଞ୍ଚ ପାଇଁ ଖୋଲାଯାଇଥିଲା । କିନ୍ତୁ ଏବେ ପର୍ଯ୍ୟନ୍ତ କାମ ଆରମ୍ଭ ହୋଇନାହିଁ । କାର୍ତ୍ତିକ ମାସ ପରେ ରତ୍ନଭଣ୍ଡାରି ମରାମତି କରାଯିବ ବୋଲି କୁହାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *