ରାଜ୍ୟର ଅନେକ ବିଧାନସଭା ଗଡ ବିଜେଡିର ଅକ୍ତିଆରରେ ରହିଆସିଛି । ବିଜେଡି ବ୍ୟତୀତ ଅନ୍ୟ କେଉଁ ଦଳ ସେଠାରେ ଶାସନ କରିପାରିନି । ସେହିପରି ଏକ ନିର୍ବାଚନ ମଣ୍ଡଳୀ ହେଉଛି ବଡମ୍ବା । ବିଜେଡିରୁ ଲଗାତାର ଜିତି ଆସୁଛନ୍ତି ଦେବୀ ପ୍ରସାଦ ମିଶ୍ର । ବଡମ୍ବାର ବଡ ନେତା ଦେବୀଙ୍କ ଆଗରେ ଅନ୍ୟ ନେତା ମାନେ ଫିକା ପଡିଯାଇଛନ୍ତି ।2019ରେ ବିଜେପିରୁ ବିଜୟ ଦଳ ବେହେରା ଲଢିଥିଲେ ଏବଂ ପୁଣିଥରେ 24ରେ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଦେଖିବାକୁ ବାକି ରହିଲା ଆଗାମୀ ନିର୍ବାଚନରେ ବିଜେପିରୁ ବିଜୟ ଦଳବେହେରା ପ୍ରାର୍ଥୀ ହୋଇ ଦେବୀ ମିଶ୍ରଙ୍କୁ ଟକ୍କର ଦେଇପାରୁଛନ୍ତି କି ନାହିଁ ?

You can share this post!
author
Related Articles
ନିର୍ବାଚନ ସ୍ଥଗିତ ଖପ୍ପା ନବୀନ
- June 1, 2025
ନବୀନଙ୍କୁ ଚିଠି ଲେଖିଲେ…
- June 1, 2025