ଆଜି ପ୍ରବଳ ବର୍ଷିବ

ଆଜି ପ୍ରବଳ ବର୍ଷିବ

କିଛି ଦିନ ରାଜ୍ୟରେ କୋହଲା ପାଗ ପରେ ପୁଣି ଆରମ୍ଭ ହୋଇଯାଇଛି ଖରାର ତାଣ୍ଡବ । ଆଜି ରାଜ୍ୟରେ ହୋଇପାରେ ମଧ୍ୟମ ଧରଣର ବର୍ଷା । ଏ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ରାଜ୍ୟର 5ଟି ଜିଲ୍ଲାକୁ ଆର୍ଲଟ କରାଯାଇଛି । ରାୟଗଡା,ନବରଙ୍ଗପୁର,କୋରାପୁଟ ଇତ୍ୟାଦି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । କିନ୍ତୁ ଏହାପରଠାରୁ ପାଗ ପ୍ରାୟତଃ ଶୁଖିଲା ରହିପାରେ । ମାର୍ଚ୍ଚ 3ବେଳକୁ ଭୁବନେଶ୍ୱରରେ ତାପମାତ୍ରା 38 ଡିଗ୍ରୀ ପାର କରିପାରେ । ଏଣିକି ଧିରେ ଧିରେ ରାଜ୍ୟରେ ଖରାର ତାପମାତ୍ରା ବୃଦ୍ଧି ହେବ ବୋଲି ସୂଚନା ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *