ପ୍ରାୟତଃ ରୋଷେଇରେ ପିଆଜ ରସୁଣ ବ୍ୟବହୃତ ହୋଇଥାଏ । ଖାଦ୍ୟରେ ପିଆଜ ରସୁଣ ବିନା ସତେ ଯେମିତି ଖାଦ୍ୟର ଟେଷ୍ଟ ଆସେନି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଭାରତରେ ଏପରି ଏକ ଗାଁ ଅଛି ଯେଉଁଠାରେ 50 ବର୍ଷ ଧରି ସେହି ଗାଁର ଲୋକମାନେ ପିଆଜ ରସୁଣ ଖାଇ ନାହାନ୍ତି । ଏହି ଗାଁର ନା ତ୍ରିଲୋକବିଘା ଗାଁ ଯାହା ବିହାରର ଜହନାବାଦ ଠାରୁ 30 କିମି ଦୂରରେ ଅବସ୍ଥିତ । ଏହି ଗାଁରେ ପ୍ରାୟ 30 ରୁ 35 ଲୋକ ବାସ କରନ୍ତି ଆଉ କେହିବି ପିଆଜ ରସୁଣ ଖାଆନ୍ତି ନାହିଁ । ପିଆଜ ରସୁଣ ନ ଖାଇବାର ମୁଖ୍ୟ କାରଣ ହେଉଛି ସେଠାକାର ପରମ୍ପରା ସେହି ଗାଁରେ ଠାକୁରବାଡୀ ମନ୍ଦିର ରହିଛି ସମସ୍ତେ ସେହି ଦେବୀଙ୍କୁ ପୂଜା କରିଥାନ୍ତି । ଆଉ ଯଦି କିଏ ଏହି ପରମ୍ପରା କୁ ଭାଙ୍ଗେ ତେବେ ଅନିଷ୍ଟ ହୋଇଥାଏ ।

You can share this post!
author
Related Articles
ବିଶ୍ୱ ପରିବେଶ ଦିବସ ପାଳନ …
- June 5, 2025
ତେଜୁଛି ନିମାପଡା ରାଜନୀତି…
- June 5, 2025