ଭାରତ ତାର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି । ଦୁଇ ଶତ୍ରୁ ଦେଶ ଚୀନ ଓ ପାକିସ୍ତାନ ଠାରୁ ନିଜ ଦେଶକୁ ସୁରକ୍ଷା ଦେବା ଲାଗି ଏବଂ ଶତ୍ରୁ ଦେଶ ଉପରେ ନଜର ରଖିବାକୁ ଦୁଇ ଦେଶ ସୀମାରେ ବାୟୁସେନାକୁ ଆହୁରି ମଜଭୁତ କରାଯାଉଛି । ଏଥିପାଇଁ ବାୟୁସେନା କିଣିବ 6ଟି ଶକ୍ତିଶାଳୀ ‘ମେଡ ଇନ୍ ଇଣ୍ଡିଆ’ ‘ନେତ୍ର -୧’ ଲଢୁଆ ବିମାନ । ସୂଚନା ମୁତାବକ ନେତ୍ର-1 ର ଆଉ 6ଟି ନୂଆ ବିମାନ ଡିଆରଡିଓ ଦ୍ୱାରା ପ୍ରସ୍ତୁତ କରାଯିବ । 8000 କୋଟି ଟଙ୍କାରେ ର୍ନିମାଣ ହେବ ଏହି ଲଢୁଆ ବିମାନ ଯାହା ପାକିସ୍ଥାନ ଓ ଚୀନ ଉପରେ ନଜର ରଖିବ ।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025