ସାଧାରଣତଃ ଅମୃତଭଣ୍ଡା ଖାଇବାକୁ କିଛି କିଛି ଲୋକମାନେ ପସନ୍ଦ କରିନଥାନ୍ତି । କିନ୍ତୁ କଣ ଆପଣମାନେ ଜାଣିଛନ୍ତି ଏହା ଆମ ଶରୀର ପାଇଁ କେତେ ଉପଯୋଗୀ । ହଁ ଆଜ୍ଞା କଞ୍ଚା ଅମ଼ୃତଭଣ୍ଡା ଖାଇବା ଦ୍ୱାରା ପେଟ ସମ୍ବନ୍ଧୀୟ ବହୁ ରୋଗରୁ ମୁକ୍ତି ମିଳିଥାଏ । ନିୟମିତ କଞ୍ଚା ଅମୃତଭଣ୍ଡା ଖାଇବା ଦ୍ୱାରା ଶରୀର ଓ ପେଟ ସଫା ରହିଥାଏ । ବ୍ରଣ ଓ ଚର୍ମ ରୋଗ ପାଇଁ ଏହା ବେଶ ଲାଭଦାୟକ ହୋଇଥାଏ । ପ୍ରତିଦିନ ସକାଳେ ଗୋଟିଏ ଗ୍ଲାସ ପାଣି ସହ କଞ୍ଚା ଅମୃତଭଣ୍ଡା ଚୋବାଇ ଖାଇବା ଦ୍ୱାରା ଗ୍ୟାସ ସମସ୍ୟା ଦୂର ହୋଇଥାଏ । ଏହା ଶରୀରକୁ ରକ୍ତ ଯୋଗାଣରେ ସାହାର୍ଯ୍ୟ କରେ, କୋଲେଷ୍ଟଲ ଏବଂ ଉଚ୍ଚ ରକ୍ତଚାପ ଭଳି ସମସ୍ୟାକୁ ଦୂର କରିଥାଏ ।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025