ରାଜଧାନୀ ଭୁବନେଶ୍ୱରକୁ ଆହୁରି ସୁନ୍ଦର କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମର ପଦକ୍ଷେପ । ଏଣିକି ଆହୁରି ସୁନ୍ଦର ହେବ ରାଜଧାନୀ । ରାସ୍ତା ଘାଟ ସହ ଛକ ବଜାରର ହେବ ଆଲୋକୀକରଣ । ଏଥିପାଇଁ ୨୦୨୪-୨୦୨୫ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆଣିଛି ବିଏମସି ।ପ୍ରଥମ ଥର ପାଇଁ ବିଏମସିର ବଜେଟ ହଜାରେ କୋଟି ଟଙ୍କା ଅତିକ୍ରମ କରିଛି । ୧ ହଜାର ୨୭ ଦଶମିକ ୫୫ କୋଟି ଟଙ୍କାର ବଜେଟ ପାରିତ ହୋଇଛି । ବର୍ଜ୍ୟବସ୍ତୁ ସଂଗ୍ରହ ପାଇଁ ୧୧୧.୧୯ କୋଟି, ଏକାମ୍ର ଯୋଜନା ପାଇଁ ୧୧୩ କୋଟି, ଭୂମି ଅଧିଗ୍ରହଣ ଓ ଭୂବନେଶ୍ୱର ମହାନଗର ନିଗମର ପରିଚାଳନା ପାଇଁ ୧୦୫.୯୬ କୋଟି, ପରିମଳ ବାବଦକୁ ୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

You can share this post!
author
Related Articles
ନିର୍ବାଚନ ସ୍ଥଗିତ ଖପ୍ପା ନବୀନ
- June 1, 2025
ନବୀନଙ୍କୁ ଚିଠି ଲେଖିଲେ…
- June 1, 2025