ଆରମ୍ଭ ହୋଇଯାଇଛି ଇଣ୍ଡିଆନ ପ୍ରିମିୟର ଲିଗ୍ 2024 । ଉଦଘାଟନୀ ମ୍ୟାଚରେ ନିଜର ଜଲୱା ଦଖାଇଛି ଚେନ୍ନାଇ ସୁପର କିଙ୍ଗସ । ବିଜୟରୁ ଆରମ୍ଭ ହୋଇଛି ଅଭିଯାନ । ଚେନ୍ନାଇରେ ଏମ୍ସ ଚିଦାମ୍ୱରମ ଷ୍ଟାଡିୟମରେ ଶୁକ୍ରବାର ରୟାସ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୱିକେଟରେ ପରାସ୍ତ କରିଛି । ଚେନ୍ନାଇ ବିପକ୍ଷରେ ବେଙ୍ଗାଲୁରୁ ୬ଟି ୱିକେଟ୍ ହରାଇ ୧୭୩ ରନ୍ ସଂଗ୍ରହ କରିଥିଲା। ଫଳରେ ଚେନ୍ନାଇକୁ ୧୭୪ ରନ୍ର ବିଜୟ ଲକ୍ଷ୍ୟ ମିଳିଛି। ଚେନ୍ନାଇ ଟିମ୍ ୧୭୪ ରନ୍ର ବିଜୟ ଲକ୍ଷ୍ୟକୁ ୧୮.୪ ଓଭରରେ ହାସଲ କରିଛି। ଦଳର ଖେଳାଳିମାନେ ୧୭୬ ରନ୍ କରିଛନ୍ତି।ପ୍ରଥମ ପାଳିରେ ବେଙ୍ଗାଲୁରୁ ପାଇଁ ଅନୁଜ ରାୱତ ଓ ଦିନେଶ କାର୍ତ୍ତିକ ଷଷ୍ଠ ୱିକେଟ୍ରେ ୯୫ ରନ୍ ଭାଗିଦାରୀ ହୋଇପାରିଥିଲେ।

You can share this post!
author
Related Articles
ବରଗଡ ପୋଲିସକୁ ବଡ ସଫଳତା..
- June 3, 2025
ଭାରି ହେଉଛି ବିଜେଡିର ପଲା…
- June 3, 2025