ନବୀନଙ୍କୁ ଛାଡ଼ିଲେନି ଧର୍ମେନ୍ଦ୍ର !

ନବୀନଙ୍କୁ ଛାଡ଼ିଲେନି ଧର୍ମେନ୍ଦ୍ର !

ମୋହନ ସରକାରଙ୍କୁ କହିଲେ ନବୀନ ! ନବୀନଙ୍କୁ ଛାଡ଼ିଲେନି ଧର୍ମେନ୍ଦ୍ର !କାଉଣ୍ଟର କରି କଲେ ଘାଇଲା !ତେବେ ନିକଟରେ ବିଜେଡ଼ିର ପ୍ରତିଷ୍ଠା ଦିବସ ଅବସରରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ଭିଡ଼ିଓ ବାର୍ତା ରଖିବା ସହ ମୋହନ ସରକାରଙ୍କ ମିଛ କଥା ବିଷୟରେ ଲୋକଙ୍କୁ କହିଥିଲେ . କିପରି ବିଜେପି ମିଛ କଥା କହି କ୍ଷମତାକୁ ଆସି ତାହା କହିଥିଲେ . ବିଜେଡ଼ିର ପ୍ରତିଷ୍ଠା ଦିବସ ପାଳନ ଅବସରରେ ନବୀନ କହିଛନ୍ତି .ବିଜେପି ମିଛ କଥା କହି ମିଛ ପ୍ରତିଶୃତି ଦେଇ କ୍ଷମତାକୁ ଆସିଛି .ଏତେ ମିଛ କହି ମଧ୍ୟ ବିଜେପି ଆମ ଠାରୁ କମ ଭୋଟ ପାଇଛି . ଏହା ସହିତ ସେ କହିଥିଲେ ଆମର ଭୁଲ ହେଲା ସେମାନଙ୍କ ମିଛର ଠିକ କାଉଂଟର କରିପାଲୁନାହିଁ .ଏମିତିକି ସେମାନଙ୍କ ନେଗେଟିଭ କ୍ୟାମ୍ପେନର ଠିକ କାଉଂଟର କରିପାରିଲୁ ନାହିଁ .ଏବେ ଲୋକ ଜାଣିଲେଣି ବିଜେପି ମିଛ କଥା କହି କ୍ଷମତା ଦଖଲ କରିଛି .

ତେବେ ଏହାକୁ କାଉଂଟର କରିବାକୁ ଯାଇ ଧର୍ମେନ୍ଦ୍ର କହିଥିଲେ ୩୧ ଟଙ୍କାରେ ଧାନ ବିଜେପି ସରକାର ଦେବା ଆରମ୍ଭ କରିଛି . ତାଙ୍କୁ ଯଦି ଲାଗୁଛି ମିଛ କଥା ମୁଁ ଆଉ କଣ କହିବି ବଡ଼ ଲୋକଙ୍କୁ ଉତର ନାହିଁ କିଏ ଲେଖିକି ଦେଇଥିବେ ସେ ପଢ଼ିଦେଇଥିବେ .

author

Related Articles

Leave a Reply

Your email address will not be published. Required fields are marked *