ବୌଦ୍ଧ କଣ୍ଟାମାଳ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ଙ୍କନିର୍ଦ୍ଦେଶ କ୍ରମେ ଓଡ଼ିଶାରସମସ୍ତ ବ୍ଲକ୍ ସହରାଞ୍ଚଳ ରେ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି, ଏହି କାର୍ଯ୍ୟ କ୍ରମ ଗ୍ୟାସ ଦର ବୃଦ୍ଧି ବନ୍ଧ, ନାରୀ ନିର୍ଯାତନା ସୁରକ୍ଷା ଦେବା, ନାରୀ ଦୁଷ୍କର୍ମ, ଶିଶୁ ଅତ୍ୟାଚାରକୁ ସରକାର୍ ଅଣଦେଖା କରୁଥିବାରୁ ଏହାର ପ୍ରତି ବାଦ୍ ପାଇଁ ପ୍ରତେକ ବ୍ଳକ ସହରାଞ୍ଚଳରେ ଏହି ମଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି .ଏହି ମଶାଲ ଯାତ୍ରା କଣ୍ଟାମାଳ କ୍ଲକ୍ କଂଗ୍ରେସ କମିଟି ପକ୍ଷରୁ,ବ୍ଲକ୍,ସଭାପତି ଶ୍ରୀଯୁକ୍ତ ଶୁଶାନ୍ତ କୁମାର ମଲିକ କଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି . ଏହି ଶୋଭା ଯାତ୍ରା କଣ୍ଟାମାଳ ବସ୍ଷ୍ଟାନ ରୁ ବାହାରି କଲେଜ ଛକ, ଏବଂ କଣ୍ଟାମାଳ ବ୍ଳକ,ସହରାଞ୍ଚଳରେ ଏକ ବିରାଟ ରାଲିକରାଯାଇଥିଲା ,ଏହି ଶୋଭାଯାତ୍ରାରେ ବରିଷ୍ଠ କଗ୍ରେସ ନେତା, କେଶବ ଚନ୍ଦ୍ର କ୍ଷେତୀ,ନିବାସବାରିକ, ଶୁକଦେବ ମଙ୍ଗରାଜ,ସୋରଜସାହୁ,ମକୁନ୍ଦନା ଏକ, ଗୋବର୍ଦ୍ଧନ ରଣା, ସୁନାଧର ପୁଟେଲ, ସମେତ ବହୁ କଂଗ୍ରେସ କର୍ମିଉପସ୍ଥିତ ଥିଲେ,

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025