ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ।ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଥାନା ନିକଟସ୍ତ ପୋଡ଼ୁଣୀ ଛକ ଠାରେ ପରିବା କିଣିବା ସମୟରେ ପଛ ପଟରୁ ଧକା ଦେଲା ଟାଟା ମେଜିକ୍ ଉକ୍ତ ଟାଟା ମେଜିକ୍ ମୋହନା ରୁ ପାରଳାଖେମୁଣ୍ଡି ଅଭିମୁଖେ ଆସୁଥିବା ସୂଚନା, ଘଟଣା ସ୍ଥଳରୁ ଜି.ଅନନ୍ତ ରାଓ ଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଗଲା ପରେ ଚିକିତ୍ସିତ ସମୟରେ ମୃତ୍ୟୁ ଘଟିଥିବା ସୂଚନା। ମୃତ ବ୍ୟକ୍ତି ଜଣଂକ ଅବସରପ୍ରାପ୍ତ ଶିକ୍ଷକ ସେ ପୋଦଶୀ ଆନ୍ଧ୍ର ପ୍ରଦେଶର ସ୍ଥିତ ପୁରୁଣାପଟଣା ରହୁଥିଲେ। ଘଟଣା ସ୍ଥଳରେ ପାରଳାଖେମୁଣ୍ଡି ପୋଲିସ ତଦନ୍ତ ଆରମ୍ଭ କରିବା ସହ ଟାଟା ମେଜିକ୍ ଗାଡ଼ି ର ଡ୍ରାଇଭର ଜୟ ପ୍ରଧାନ ବାଗଶଳା ଗ୍ରାମର ଅଟକ ରଖିଛି ପୋଲିସ୍। ମୃତ ଶବକୁ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତତନ୍ତ କରାଯିବ।

You can share this post!
author
Related Articles
ବିଧାୟକ ପ୍ରତିନିଧିଙ୍କ କଳା କାର୍ନାମା…!
- May 31, 2025
ଲେଖାଶ୍ରୀଙ୍କ ବାଣରେ ଘାଇଲା ପ୍ରଭାତୀ…!
- May 31, 2025
ଫେଲ୍ ମାରିଲା ମୋହନଙ୍କ ପ୍ଲାନ !
- May 31, 2025