ପାଞ୍ଚ ଦଫା ଦାବି ନେଇ ଅଲ୍ ଓଡିଶା ଜେଲ୍ କର୍ମଚାରୀ ଙ୍କ ଆମରଣ ଅନଶନ ଆଜି ତୃତୀୟ ଦିବସ ରେ ପହଞ୍ଚି ଥିବାବେଳେ ସୁବର୍ଣ୍ଣପୁର୍ ଜିଲ୍ଲା ସବ୍ ଜେଲ୍ ରୁ ଚାରିଜଣ କର୍ମଚାରୀ ଙ୍କ ସ୍ୱାସ୍ଥ୍ୟ ବସ୍ତା ଗୁରୁତର ହେବାରୁ ତାଙ୍କୁ ସୁବର୍ଣ୍ଣପୁର୍ ମୁଖ୍ୟ ଡାକ୍ତରଖାନା କୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି l ସସ୍ମିତା ବିଶି, ଦୀପକ୍ ପାଣିଗ୍ରାହୀ, ସୁବ୍ରତ୍ ଆଚାର୍ଯ୍ୟ, ପ୍ରଭାତ୍ ଚନ୍ଦ୍ର ଦାଶ୍ ଏହି ଚାରିଜଣ କର୍ମଚାରୀ ଆଜି ଡାକ୍ତରଖାନା କୁ ସ୍ଥାନାନ୍ତର ହୋଇଥିବା ବେଳେ ଆଜି ଦିନ 11.30 am ରେ କାରା ମହା ନିର୍ଦେଶକ ଙ୍କ ଲିଖିତ ପ୍ରତିଶୃତି ପରେ ଆମରଣ ଅନଶନ ରୁ ଓହରି ଅନିର୍ଦ୍ଧିଷ୍ଟ କାଳ ପାଇଁ କଳା ବ୍ୟାଚ୍ ପରିଧାନକରି ସୁରୁଖୁରୁରେ ନିଜ ନିଜ କାର୍ଯ୍ୟ ସମ୍ପାଦନ କରିବେ ବୋଲି ସୂଚନା ମିଳିଛି l ତେବେ ସୁବର୍ଣ୍ଣପୁର ସବ୍ ଜେଲ୍ ରୁ 11 ଜଣ କର୍ମଚାରୀ ଙ୍କ ମଧ୍ୟରୁ 6 ଜଣ ଡାକ୍ତରଖାନା ରେ ଚିକିତ୍ସିତ ଥିବା ସୂଚନା ରୁ ପ୍ରକାଶ୍ l

- September 28, 2023
0
251
Less than a minute
You can share this post!
author
Related Articles
ଏହି ସମୟରେ ଆଦୌ ଖାଆନ୍ତୁନି ଦହି…
- May 28, 2025