ବାପା ନା ପୁଅ କିଏ ସମ୍ଭାଳିବ ଆଠଗଡ

ବାପା ନା ପୁଅ କିଏ ସମ୍ଭାଳିବ ଆଠଗଡ

2024 ନିର୍ବାଚନ ପାଇଁ ଆଠଗଡରେ ସଜେଇ ହେଲେଣି ବିଧାୟକ ପ୍ରାର୍ଥୀ ମାନେ । ରାଜରାଜୁଡା ମାନଙ୍କ ଗଡ ଆଠଗଡ । ଦୀର୍ଘ 90 ଦଶନ୍ଧି ଧରି ଆଠଗଡ ରହିଆସିଛି ବିଜେଡି କବଜାରେ । ସେଠାରେ  ଶାସନ କରିଆସୁଛନ୍ତି ରାଜା ରଣେନ୍ଦ୍ର ପ୍ରତାପ ସ୍ୱାଇଁ । 32 ବର୍ଷରୁ ଅଧିକ ବର୍ଷ ଧରି ଆଠଗଡରେ ନିଜର ଦବଦବାକୁ କାୟମ ରଖିଛନ୍ତି ରଣେନ୍ଦ୍ର ପ୍ରତାପ । ତେବେ ଆଠଗଡରେ ବିଜେଡିରୁ ଅପ୍ରତିଦ୍ୱନ୍ଦୀ ହୋଇ ରହିଛନ୍ତି ଶ୍ରୀ ସ୍ୱାଇଁ । ତେବେ ଶୁଣାଯାଉଛି କି ବାପାଙ୍କ ଗଡରେ ଗଡ ସମ୍ଭାଳିବା ପାଇଁ ରାଜା ସ୍ୱାଇଁଙ୍କ ପୁଅ ଆଦିତ୍ୟ ପ୍ରତାପ ସ୍ୱାଇଁ ମଇଦାନକୁ ଓହ୍ଲାଇବେ । ତେବେ ଦେଖିବାକୁ ବାକି ରହିଲା ଆଗାମୀ ନିର୍ବାଚନରେ ବାପା ନା ପୁଅ କିଏ ସମ୍ଭାଳିବ ଆଠଗଡର ଶାସନ ଭାର । କି ଚାଲିଯିବ ଆଉ କେଉଁ ଦଳ ହାତକୁ ।

author

Related Articles

Leave a Reply

Your email address will not be published. Required fields are marked *