ସମ୍ବଲପୁରରେ ଛଟ୍ ପୂଜାରେ ଯୋଗଦେଇ ପୂଜାଗଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ସୋମବାର ସକାଳୁ ସମ୍ବଲପୁର ଷ୍ଟେସନରୁ ଓହ୍ଲାଇ ନିକଟରେ ହେଉଥିବା ଛଟ୍ ପୂଜାରେ ଯୋଗ ଦେଇଥିଲେ । ବିଭିନ୍ନ ନଦୀ ପୀଠ ମାନଙ୍କରେ ଶ୍ରଦ୍ଧାଳୁ ମାନଙ୍କ ଭିଡ ଦେଖିବାକୁ ମିଳିଥିଲା । ସମ୍ବଲପୁରର ବରେଇପାଲି ଓ ମନ୍ଦଲିଆଠାରେ ଛଟ୍ ପୂଜା ଚାଲିଥିଲା । ବିହାରୀ ସମ୍ପ୍ରଦାୟର ମହିଳା ମାନେ ଏକାଠି ହୋଇ ସେଠାରେ ପୂଜାର୍ଚ୍ଚନା କରୁଥିଲେ । ଭୋରରୁ ଭୋରରୁ ପୂଜାର୍ଚ୍ଚନା ଚାଲିଥିଲା । ସେଠାକୁ ଯାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।

You can share this post!
author
Related Articles
ବିଶ୍ୱ ପରିବେଶ ଦିବସ ପାଳନ …
- June 5, 2025
ତେଜୁଛି ନିମାପଡା ରାଜନୀତି…
- June 5, 2025