Reo News

author

ନେପାଳ ବିମାନ ଦୁର୍ଘଟଣାରେ ମାନବୀୟ ତ୍ରୁଟି

ପାଇଲଟଙ୍କ ଭୁଲ ଯୋଗୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ୟାତି ଏୟାରଲାଇନ୍ସ । ଦୁର୍ଘଟଣାରେ ୫ ଜଣ ଭାରତୀୟଙ୍କ ସମେତ ୭୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଜାନୁୟାରୀ ୧୫ରେ…

ମାଗଣା ଚାଉଳ ବଣ୍ଟନକୁ ନେଇ ବିଜେଡ଼ିର ଧାରଣା

ବେଲଗୁଣ୍ଠା : ଗରୀବ ହିତାଧିକାରୀଙ୍କୁ ବଣ୍ଟନ କରାଯାଉଥିବା ଚାଉଳକୁ କେନ୍ଦ୍ର ସରକାର ବନ୍ଦ କରିଦେବା ପରେ ଏହାକୁ ଘୋର ବିରୋଧ କରିଛି ବେଲଗୁଣ୍ଠା ବିଜେଡି  । ଏନେଇ …

ଅଳ୍ପକେ ବର୍ତ୍ତିଲା ଜୀବନ

୍ଣବøଦ୍ଧ:  ଜଗନ୍ନାଥ ଦର୍ଶନ କରିବାକୁ ଯାଉଥିବା ଏକ ତୀର୍ଥ ଯାତ୍ରୀ କାର ହେଲା ଦୁର୍ଘଟଣା ଗସ୍ତ । ଅଳ୍ପକେ ବର୍ତ୍ତିଲେ ଦୁଇ ଶିଶୁ ସମେତ ୫ଜଣ ଯାତ୍ରୀ …

ଦର୍ଶନା ଯାରଦୋଷଙ୍କ କାକଟପୁର ଗସ୍ତ

କାକଟପୁର : ପୁରୀ ଜିଲ୍ଲା କାକଟପୁର ଗସ୍ତ କରିଛନ୍ତି କେନ୍ଦ୍ର ରାଷ୍ଟ୍ରୀୟ ରେଳ ମନ୍ତ୍ରୀ ଦର୍ଶନା ଯାରଦୋଷ  । ମା ମଙ୍ଗଳା ମନ୍ଦିର ପରିଦର୍ଶନ କରିବା ପାଇଁ…

ରକ୍ତଦାନ ଶିବିର ଅନୁଷ୍ଠିତ

ଗଞ୍ଜାମ : ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଦେଶପାଇଁ ସହିଦ ହୋଇଥିବା ସମସ୍ତ ବୀର ଯବାନମାନଙ୍କ ସହିଦ ଦିବସରେ ସ୍ଵେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେଇଯାଇଛି ।  ଏହି…

ଡ୍ରେନ କଭରରେ ଫସିଲେ ମହିଳା

ଭଞ୍ଜନଗର : ଡ୍ରେନ୍ କଭରରେ ଫସିଲେ ମହିଳା  । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା  ଭଞ୍ଜନଗର ସହରର ଜନଗହଳିପୂର୍ଣ୍ଣ ବସଷ୍ଟାଣ୍ଡ ପରିସରରେ  । ଡ୍ରେନ…

ଗରିବ ଲୋକଙ୍କ ପ୍ରତି ଅନ୍ୟାୟ

କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ମିଳୁଥିବା ୫କେଜି ଲାଖାଏ ଚାଉଳ ବନ୍ଦ କରିବା ନେଈ ରାଜ୍ୟ ବିଜୁଜନତା ଦଳ ପ୍ରତିବାଦ ଆରମ୍ଭ କରିଥିବା…

ଚାଷୀଙ୍କ ବିରଧରେ କେନ୍ଦ୍ର କରିଛି ସଡଯନ୍ତ୍ର

ଚାଷୀଙ୍କ ବିରଧରେ କେନ୍ଦ୍ର କରିଛି ସଡଯନ୍ତ୍ର l କେନ୍ଦ୍ର ସରକାରଙ୍କ ଚାଷୀମାରଣ ନିତ ବିରଧରେ ଆର ପାର ଲଡେଏ କରିଛି ବିଜେଡି l ଆଜି ରାଜ୍ୟର ସମସ୍ତ…

ଧମକ ଦେଲେ ଅରୁପ

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ନାଁ ନନେଇ, ତାଙ୍କୁ ଧମକ ଦେଇଛନ୍ତି ବିଜେଡି ନେତା ଅରୁପ ପଟ୍ଟନାୟକ । ଭୁବନେଶ୍ୱର ବିଏମସି କାର‌୍ୟ୍ୟାଳୟ ସାମ୍ନାରେ ଚାଲିଥିବା…

ଚମକ୍ରାର ବୋଲିଂ କଲେ ଦୀପ୍ତି ଶର୍ମା

ଭାରତୀୟ ମହିଳା କ୍ରିକେଟ୍ ଦଳର ତାରକା ଅଲରାଉଣ୍ଡର ଦୀପ୍ତି ଶର୍ମା ଆଜି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଚମତ୍କାର ବୋଲିଂ କରିଛନ୍ତି। ତାଙ୍କର ତୀକ୍ଷ୍ଣ ବୋଲିଂ କେବଳ ବିଶ୍ୱକପରେ ଭାରତୀୟ…