F.I.R ଫେରାଇନେଲେ ଚାଷୀ

F.I.R ଫେରାଇନେଲେ ଚାଷୀ

ବିରଜା ହାଟରେ ଚାଷୀଙ୍କୁ ଧମକ ଦେବା ଘଟଣାରେ ବନ୍ଧା ହୋଇଥିଲେ ବବି ଦାସଙ୍କ ଭାଇ ଭବପ୍ରସାଦ ଦାସ .ଭବଙ୍କ ସହଯୋଗୀ ମାଡ ମାରିଥିବା ଅଭିଯୋଗ ହୋଇଥିଲା . ଚାଷୀଙ୍କ ଏତଲା ଆଧାରରେ ଭବଙ୍କୁ ଗିରଫ କରି ଜେଲ ପଠାଇଲା ପୋଲିସ . ପରିବାର ତରଫରୁ ବି କୌଣସି ବେଲ ଆବେଦନ କରାଯାଇନଥିଲା . କିନ୍ତୁ ସେପଟେ ବବୀଙ୍କୁ ଭେଟିବା ପରେ ଚାଷୀ ଜଣକ ବଦଳାଇଲେ ମତ .ତେବେ ଗତକାଲି ବେପାରି ମଦନ ନାୟକ କହିଥିଲେ . ମୁଁ ଜିନିଷ ରଖିଥିଲି ଲଲବାବୁ ଆସିକି କହିଲେ ସବୁ ଉଠା . ସେ ରଖିଥିବା ପରିବା ସବୁ ଫୋପାଡି ଦେଇଥିଲେ . ଚାଷୀ ଜଣକ ବିରୋଧ କରିବାରୁ ତାଙ୍କୁ ଧକା ମାରିଥିବା କଥା କହିଥିଲେ . ଆଉ ତାଙ୍କ ପକେଟେରେ ଥିବା ୧୨ହଜାର ଟଙ୍କା ନେଇଯାଇଥିଲେ ତାହାତ ଆପଣ ଶୁଣିଥିବେ .କିନ୍ତୁ ଆଜି ଚାଷୀ ମଦନ ନାୟକ କହୁଛନ୍ତି ଗରିବ ଲୋକ ଖଟିଲେ ଖାଇବୁ .ମୁଁ ମୁର୍ଖ ଲୋକ ବାବୁ ଙ୍କ ନାଁରେ ଏଫଆଇଆର ଦେଇଥିଲି .ସେଇ ଟାକୁ ଉଇଡ୍ର କରିବାକୁ ଆସିଛି .

author

Related Articles

Leave a Reply

Your email address will not be published. Required fields are marked *