ନାଚଗୀତରେ ଦୁଲୁକିଲା ଆନନ୍ଦପୁର ମହୋତ୍ସବ

ନାଚଗୀତରେ ଦୁଲୁକିଲା ଆନନ୍ଦପୁର ମହୋତ୍ସବ

 କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଫେବୃଆରୀ ୧୦ ତାରିଖ ରୁ ଆରମ୍ଭ ହୋଇଯାଇଛି  ଆନନ୍ଦପୁର ମହୋତ୍ସବ । ଏହି ମହୋତ୍ସବ  ୫ ଦିନ ଧରି ଚାଲିବାକୁ ସ୍ଥିର କରାଯାଇଥିବା ବେଳେ ମହୋତ୍ସବର ଜଣସମାଗମକୁ ନଜରରେ  ରଖି ଉପଜିଲ୍ଲାପାଳ ତଥା ମହୋତ୍ସବ କମିଟିର ସଭାପତି ଅନିଲ କୁମାର ସେଠୀ ଆଉ ଗୋଟିଏ ଦିନ ମହୋତ୍ସବ ହେବାକୁ ଅନୁମତି ଦେଇଛନ୍ତି । ତେଣୁ ୧୦ତାରିଖ ରୁ ୧୪ତାରିଖ ପର୍ୟ୍ୟନ୍ତ ଚାଲିବାକୁ ଥିବା ମହୋତ୍ସବ ଏବେ ୧୫ତାରିଖ ପର୍ୟ୍ୟନ୍ତ ଚାଲିବ  ।

ଦୀର୍ଘ ଦୁଇବର୍ଷ କରୋନା କଟକଣା ଯୋଗୁଁ ମହୋତ୍ସବ ବନ୍ଦ ଥିବା ବେଳେ ଚଳିତ ବର୍ଷ ଧୂମଧାମର ସହ ମହୋତ୍ସବ ପଡିଆ ଚମକୁଛି । କେବଳ ଏତିକି ନୁହେଁ ଏଠାରେ ବିଭିନ୍ନ ପ୍ରକାର ଦୋକାନ ମିନା ବଜାର ତଥା ପଲ୍ଲିଶ୍ରୀ ମେଳାରେ ସୁସଜ୍ଜିତ ହୋଇଥିବା ଦେଖିବାକୁ ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *