#2024election

ବିଜେପିର ନମୋ ନବ ମତଦାତା ସମ୍ମିଳନୀ

ନୂଆ କରି ମତଦାନ ଦେବାକୁ ଯାଉଥିବା ଯୁବ ଭୋଟରଙ୍କ ପାଇଁ ଆୟୋଜିତ ହେଉଛି ନମୋ ନବ ମତଦାତା ସମ୍ମିଳନୀ । ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଦେଶବ୍ୟାପୀ…

ମୋକିମ ଓ ଚିରଞ୍ଜୀବଙ୍କ ଉପରୁ ହଟିବ ନିଲମ୍ୱନ

କଂଗ୍ରେସର ଦୁଇ ହେଭିୱେଟ ନେତା ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ୱାଳଙ୍କ ଉପରେ ହଟିପାରେ ନିଲମ୍ୱନ । ଗତ ଛଅ ମାସ ଧରି କଂଗ୍ରେସ ଦଳରୁ ଦୂରେଇ…

ଟଙ୍କା ଦିଅ ଟିକେଟ ନିଅ

24 ନିର୍ବାଚନ ପାଇଁ ଦଳ ମାନଙ୍କ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଏହାରି ଭିତରେ କଂଗ୍ରେସ ଟିକେଟ ପାଇଁ ଟଙ୍କା କାରବାର ହେଉଥିବା ଖବର ଚର୍ଚ୍ଚାକୁ…

ମହିଳାଙ୍କୁ ଆକର୍ଷିତ କରିବ ପଦ୍ମ !

24 ନିର୍ବାଚନ ପାଇଁ ଆରମ୍ଭ ହୋଇଗଲାଣି ଦଳମାନଙ୍କ ଅଙ୍କକଶା । ବିଜେଡିର ମହିଳା ଭୋଟ ବ୍ୟାଙ୍କ ଭାଙ୍ଗିବାକୁ ବିଜେପିର ରଣନୀତି । ୨୦୨୪ ନିର୍ବାଚନରେ ବିଜେପି ଟାର୍ଗେଟରେ…

ଫେବୃୟାରୀ 1ରୁ କଂଗ୍ରେସର ବସ ଯାତ୍ରା

ଆରମ୍ଭ ହେବ କଂଗ୍ରେସର ବସ ଯାତ୍ରା । ଆସନ୍ତାକାଲି ପରିବର୍ତ୍ତେ ଫେବୃୟାରୀ 1 ତାରିଖରୁ କଂଗ୍ରେସ ଏହି ବସ ଯାତ୍ରା ଆରମ୍ଭ କରିବ । ଫେବୃଆରୀ ୧…

ବିଜ୍ଞାପନ ଖର୍ଚ୍ଚରେ ଆଗୁଆ ବିଜେପି

24 ପାଇଁ ଚଳଚଞ୍ଚଳ ଓଡିଶା ରାଜନୀତି । ଭୋଟରଙ୍କୁ ପ୍ରଭାବିତ କରୁଛି ବିଜ୍ଞାପନ । ଦଳ ମାନେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବିଜ୍ଞାପନ ରଣନୀତି ।…

ଦ୍ୱିତୀୟ ଦିନରେ ଭାରତ ଯୋଡ ନ୍ୟାୟ ଯାତ୍ରା

ରବିବାରଠାରୁ ଆରମ୍ଭ ହୋଇଯାଇଛି କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରା । ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ରବିବାର ମଣିପୁରରୁ ଏହି ଅଭିଯାନ ଆରମ୍ଭ ହୋଇଛି । ଏହାର…

ସମ୍ୱଲପୁର ଗସ୍ତରେ ଭିକେ ପାଣ୍ଡିଆନ

ଆଜି ସମ୍ୱଲପୁର ଗସ୍ତରେ ଯାଇଛନ୍ତି ବିଜେଡି ନେତା ତଥା ଫାଇଭ ଟି ଅଧକ୍ଷ ଭିକେ ପାଣ୍ଡିଆନ । ପ୍ରଥମେ ସକାଳେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ…

ଶେଷଥର ପାଇଁ ନିର୍ବାଚନ ଲଢିବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସ !

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସଙ୍କୁ ନେଇ ବଢୁଛି ଚର୍ଚ୍ଚା । ୨୦୦୯ରେ ଶେଷ ଥର ପାଇଁ ସେ କଂଗ୍ରେସ ଟିକେଟରେ କଳାହାଣ୍ଡି ଆସନରୁ ଜିତିଥିଲେ ଭକ୍ତ ଦାସ…

ବିଧାନସଭା ଲଢିବେ ଜୁଏଲ ଓରାମ !

ଚର୍ଚ୍ଚାରେ ସୁନ୍ଦରଗଡ ରାଜନୀତି । ସାଂସଦ ଜୁଏଲ ଓରାମଙ୍କୁ ନେଇ ରାଜନୀତିରେ ମୋଡ । କୁହାଯାଉଛି, ଜୁଏଲ ଓରାମ ଏଥର ଆଉ ଲୋକସଭା ପାଇଁ ନିର୍ବାଚନ ଲଢିବେନି…