#2024election

୨ ଦିନିଆ ଗଞ୍ଜାମ ଗସ୍ତରେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ

ଗସ୍ତର ଦ୍ବିତୀୟ ଦିନରେ MKCG ମେଡିକାଲ ଗଲେମେଡିକାଲର କ୍ୟାନସର ହସ୍ପିଟାଲ ବୁଲି ଦେଖିଥିଲେ୨.୮୭ ଏକର ଜମିରେ ହେଉଛି କ୍ୟାନସର ହସ୍ପିଟାଲମେଡିକାଲରେ ୫ ପ୍ରକାରର ଖେଳର ଉନ୍ନତିକରଣ ଓ…

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଫଠାଇବାକୁ ନିଷ୍ପତି ନେଇଛି ଶାସକ ଦଳ…

24ରେ ମୁହାଁମୁହିଁ ହେବେ ଅପରାଜିତା-ଶ୍ରୀମୟୀ !

ହଟିଲା ଦ୍ୱନ୍ଦ ତେଜିଲା ରାଜନୀତି । ବିଜେଡିରୁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ଶ୍ରୀମୟୀ ମିଶ୍ର ନିର୍ବାଚନ ଲଢିବେ । ଏ ନେଇ ମନ୍ତ୍ରୀ ଅଶୋକ ପଣ୍ଡା…

24ରେ ନିର୍ବାଚନ ଲଢିବେନି ଭିକେ ପାଣ୍ଡିଆନ

ନଭେମ୍ବର ୨୭ ତାରିଖରେ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଥିଲେ ଭିକେ ପାଣ୍ଡିଆନ । କୁହାଯାଉଥିଲା କି ପାଣ୍ଡିଆନ 24 ନିର୍ବାଚନ ଲଢିପାରନ୍ତି । ତେବେ ଏନେଇ…

ଗଣମାଧ୍ୟମକୁ ଧର୍ମେନ୍ଦ୍ରଙ୍କ ବଡ ବୟାନ

ସାମ୍ନାକୁ ଆସିଛି ଧର୍ମେନ୍ଦ୍ର ପ୍ରଧାନଙ୍କ ଚମକାଇଲା ଭଳି ବୟାନ । ଜାତୀୟ ଗଣମାଧ୍ୟମକୁ ସାକ୍ଷାତାକାରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଭାରତୀୟ ଜନତା ପାର୍ଟି 2024 ସାଧାରଣ…

କୋରାପୁଟରେ ଆଜିଠୁ ଗଡିବ ଲକ୍ଷ୍ମୀ

କୋରାପୁଟରେ ଗଡିବ ଲକ୍ଷ୍ମୀ ବସ୍ । ଆଜିଠାରୁ କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ବସର ଶୁଭାରମ୍ଭ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ଚୁଆଲ ମୋଡରେ ଏହାର ଉଦଘାଟନ…

ସୋମବାର ଜଣାପଡିବ ତିନି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାମ !

5ଟି ରାଜ୍ୟର ନିର୍ବାଚନ ସରିଯାଇଥିବା ବେଳେ ଫଳାଫଳ ମଧ୍ୟ ସାମ୍ନାକୁ ଆସିଛି । 3ଟି ରାଜ୍ୟରେ ବିଜେପି ଆଗରେ ରହିଛି । ତିନି ରାଜ୍ୟରେ ଚାଲିଛି ମୁଖ୍ୟମନ୍ତ୍ରୀ…

ନବୀନ ବନାମ ମୋଦି ପୋଷ୍ଟର ଲଢେଇ !

ଚାଲିଛି ନବୀନ ବନାମ ମୋଦି ପୋଷ୍ଟର ଲଢେଇ । ଭୋଟ ହାତେଇବା ପାଇଁ ରଣନୀତି ପ୍ରସ୍ତୁତ କରୁଛି ବିଜେଡି । ଯୁବପିଢିଙ୍କୁ ଆକୃଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ…

ଓଡ଼ିଶାରେ ସରକାର ଗଢିବ ବିଜେପି; ରାଜ୍ୟ ବିଜେପି ସଭାପତିଙ୍କ ବଡ ବୟାନ

ରାଜସ୍ଥାନ, ଛତିଶଗଡ, ମଧ୍ୟପ୍ରଦେଶରେ ପଦ୍ମ ଫୁଟାଇବା ପରେ ଫୁଲ ଜୋସରେ ଓଡ଼ିଶା ବିଜେପି । ଏହି ୩ ରାଜ୍ୟର ଫଳାଫଳର ପ୍ରଭାବ ଓଡ଼ିଶା ଉପରେ ନିଶ୍ଚିତ ପ୍ରଭାବ…

ଛତିଶଗଡରେ କିଏ ପିନ୍ଧିବ ବିଜୟର ମୁକୁଟ ?

ଛତିଶଗଡରେ ଚାଲିଛି ଭୋଟ ଗଣତି ପ୍ରକ୍ରିୟା । ଛତିଶଗଡରେ କିଏ ପିନ୍ଧିବ ବିଜୟର ମୁକୁଟ ? କାହାର ହେବ ଛତିଶଗଡ ଚାଲିଛି ଚର୍ଚ୍ଚା । ଛତିଶଗଡରେ ବିଜେପି-କଂଗ୍ରେସ…