#bahanagaschool

ବାହାନାଗା ସ୍କୁଲରେ ହେଉଛି ମ୍ୟାଟ୍ରିକ ପରୀକ୍ଷା

ଆଜିଠାରୁ ଆରମ୍ଭ ହୋଇଯାଇଛି ମ୍ୟାଟ୍ରିକ ପରୀକ୍ଷା । ବାହାନାଗା ସ୍କୁଲରେ ବି ହେଉଛି ମାଟ୍ରିକ ପରୀକ୍ଷା । 189 ପରୀକ୍ଷାର୍ଥୀ ସ୍କୁଲ ଆସି ପରୀକ୍ଷା ଦେଉଛନ୍ତି ।…