#bcas

ଏଣିକି ଅଧଘଣ୍ଟାରେ ଯାତ୍ରୀଙ୍କୁ ମିଳିବ ସେମାନଙ୍କ ଲଗେଜ୍ !

ଏଣିକି ବିମାନ ପହଁଞ୍ଚିବାର ଅଧଘଣ୍ଟା ଭିତରେ ଯାତ୍ରୀଙ୍କୁ ମିଳିବ ସେମାନଙ୍କ ଲଗେଜ୍ । ସମସ୍ତ ଏୟାରଲାଇନ୍ସକୁ ଏଭଳି କିଛି ନିର୍ଦ୍ଦେଶ ଦେଇଛନ୍ତି ବ୍ୟୁରୋ ଅଫ୍ ସିଭିଲ୍ ଏଭିଏସନ୍…