#bjd

ମାଗଣାରେ ଚିକିତ୍ସା ପାଇବେ ସାରା ଓଡିଶାବାସୀ

ଗ୍ରାମାଞ୍ଚଳବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆଯୋଜନା । ବିଏସକେୱାଇରେ ନବୀନ କାର୍ଡ ଶୁଭାରମ୍ଭ ହୋଇଛି । ବିଏସକେୱାଇ ଯୋଜନାରୁ ବଞ୍ଚିତ ଲୋକଙ୍କ ପାଇଁ ନବୀନ ଆଣିଲେ…

ରାଜଧାନୀରେ ଲୁଟେରାଙ୍କ ଆତଙ୍କ

ରାଜଧାନୀରେ ମାତିଛନ୍ତି ଲୁଟେରା । ନୂଆବର୍ଷ ପୂର୍ବରୁ ଲୁଟେରା ଗ୍ୟାଙ୍ଗଙ୍କ ଆତଙ୍କ । ଘରେ କେହି ନଥିବା ଅବସ୍ଥାର ସୁଯୋଗ ନେଇ କଳାକନା ବୁଲାଇଲେ ଚୋର ।…

ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କଲେ ଭିକେ ପାଣ୍ଡିଆନ

24 ପାଇଁ ଚାଲିଛି ନେତାମାନଙ୍କ ଜିଲ୍ଲାକୁ ଜିଲ୍ଲା ଗସ୍ତ । ଅନୁଗୁଳ ଗସ୍ତରେ ଯାଇଥିବା ଭିକେ ପାଣ୍ଡିଆନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି । ଟାର୍ଗେଟ…

୨୭ବର୍ଷରେ ପଦାର୍ପଣ କଲା ବିଜୁ ଜନତା ଦଳ

୨୭ବର୍ଷରେ ପଦାର୍ପଣ କଲା ବିଜୁ ଜନତା ଦଳ । ପ୍ରତିଷ୍ଠା ଦିବସକୁ ନେଇ ବିଜେଡି ପକ୍ଷରୁ ଭବ୍ୟ ଆୟୋଜନ । ରାଜ୍ୟବ୍ୟାପୀ ଗଣଦୌଡ, ସଭା, ରକ୍ତଦାନ, ବୃକ୍ଷରୋପଣ…

କାମିୟା ଜାନିଙ୍କ ପ୍ରସଙ୍ଗରେ ମୁହଁ ଖୋଲିଲେ ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟରେ ଜୋର ଧରିଛି ୟୁଟ୍ୟୁବର କାମିୟା ଜାନିଙ୍କ ପ୍ରସଙ୍ଗ । ନାଁ ନନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରତିକ୍ରିୟା ରଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, ସବୁ ଓଡ଼ିଆ…

ଢେଙ୍କାନାଳ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

:ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ ର ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମହିମା ଗାଦି କୁ ରୂପାନ୍ତରିତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଢେଙ୍କାନାଳ ଗସ୍ତରେ ଆସି…

ମାଟ୍ରିକ୍ ଡ୍ରପ୍ ଆଉଟରେ ଓଡ଼ିଶା ନଂ ୧

ପଦାକୁ ଆସିଲା ଓଡିଶାରେ ବିଭିନ୍ନ ଯୋଜନାର କରୁଣ ଚିତ୍ର । ମାଟ୍ରିକ୍ ଡ୍ରପ୍ ଆଉଟରେ ବିହାରକୁ ପଛରେ ପକାଇଲା ଓଡିଶା । ରାଜ୍ୟରେ ଅଧାରୁ ପାଠ ଛାଡୁଛନ୍ତି…

୨ ଦିନିଆ ଗଞ୍ଜାମ ଗସ୍ତରେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ

ଗସ୍ତର ଦ୍ବିତୀୟ ଦିନରେ MKCG ମେଡିକାଲ ଗଲେମେଡିକାଲର କ୍ୟାନସର ହସ୍ପିଟାଲ ବୁଲି ଦେଖିଥିଲେ୨.୮୭ ଏକର ଜମିରେ ହେଉଛି କ୍ୟାନସର ହସ୍ପିଟାଲମେଡିକାଲରେ ୫ ପ୍ରକାରର ଖେଳର ଉନ୍ନତିକରଣ ଓ…

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଫଠାଇବାକୁ ନିଷ୍ପତି ନେଇଛି ଶାସକ ଦଳ…

24ରେ ମୁହାଁମୁହିଁ ହେବେ ଅପରାଜିତା-ଶ୍ରୀମୟୀ !

ହଟିଲା ଦ୍ୱନ୍ଦ ତେଜିଲା ରାଜନୀତି । ବିଜେଡିରୁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ଶ୍ରୀମୟୀ ମିଶ୍ର ନିର୍ବାଚନ ଲଢିବେ । ଏ ନେଇ ମନ୍ତ୍ରୀ ଅଶୋକ ପଣ୍ଡା…