#bjdprotest

ପାୱାର ସୋ କଲେ ନବୀନ… କୋଣରେ ଠିଆ ହୋଇ ରହିଲେ ବବି !

ଗାଦିରୁ ହଟିବାର ସାତ ମାସ ପରେ ନୂଆ ରୂପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଶାସନ ଗାଦିରୁ ହଟିବା ପରେ ପ୍ରଥମ ଥର ପାଇଁ ରାଜରାସ୍ତାରେ…