#commisnarate

ଗୁଡି ଉଡାଇବାରେ ମାଞ୍ଜା ସୂତା ବ୍ୟବହାର କରିବା ଦଣ୍ଡନୀୟ ଅପରାଧ  

ଓଡିଆ ପରମ୍ପରା ଅନୁସାରେ ମକର ସଂକ୍ରାନ୍ତିରେ ଗୁଡି ଉଡାଯାଇଆଏ । ଆସନ୍ତାକାଲି ମକର ସଂକ୍ରାନ୍ତି । ସାଧାରଣତଃ ଗୁଡି ଉଡାଇବା ପାଇଁ ମାଞ୍ଜା ସୂତା ବ୍ୟବହାର କରିଥାନ୍ତି…