#dharmendrapradhan

ମୁଖ୍ୟମନ୍ତ୍ରୀ ପଦବୀ ହାତେଇବେ ଧର୍ମେନ୍ଦ୍ର !

ପାୱାର କରିଡୋରରେ ବଡ ଚର୍ଚ୍ଚା ଟେନସନରେ ମୋଦିମୋହନଙ୍କୁ ମୁହଁ ମୋଡିଲେଣି ଲୋକେବର୍ଷେ ନପୂରୁଣୁ ହଟ୍ଟହଟ୍ଟା ମୁଖ୍ୟମନ୍ତ୍ରୀଉତ୍ସବ ମନାଇବ ବିଜେପି ମୋଦି ବାଛିବେ ନୂଆ ମୁଖ୍ୟମନ୍ତ୍ରୀ ହଁ ଆଜ୍ଞା…

ସମ୍ବଲପୁର ବିଜେପିରେ କୁହୁଳୁଛି ଅସନ୍ତୋଷର ନିଆଁ !

ଏବେ ବି ବିଜେପିର ସମ୍ବଲପୁର ସଙ୍ଗଠନରେ କେଁ ରହିଛିା ସମ୍ବଲପୁରରେ କେତେବେଳେ ବିନା ବିଧାୟକ-ତ ଆଉ କେତେବେଳେ ବିନା ସାଂସଦଙ୍କ ଉପସ୍ଥିତିରେ କାଯ୍ୟକ୍ରମ ଅନୁଷ୍ଠିତ ହେଉଛି ।…

ଗୋଟିଏ ମଞ୍ଚରେ କେହି କାହା ମୁହଁ ଚାହିଁଲେନି !

ଧର୍ମେନ୍ଦ୍ରଙ୍କ ଅତି ପ୍ରେମରୁ ଫସିଯିବେ କି ମୋହନ . ଗୋଟିଏ ମଂଚରେ ଲିକୁ ,ସ୍ମୃତି କେହି କାହା ମୁହଁ ଚାହିଁଲେନି . ଏମିତି କିଛି ଏବେ ଆଲୋଚନ|…

ଓଡିଶା ପାଇଁ ଧର୍ମେନ୍ଦ୍ରଙ୍କ ୪ଟି ମିଛ…!

ନିର୍ବାଚନ ପୂର୍ବରୁ ଓଡିଶା ପାଇଁ ବଡ ବଡ ମିଛ କହିଥିଲେ ଧର୍ମେନ୍ଦ୍ର ପ୍ରଧାନ । ଖାସ କରି ମହିଳାମାନଙ୍କୁ ମିଛ ଲୋଭ ଦେଖାଇଥିଲେ । ମହିଳା ଭୋଟ…

କାନ୍ଦ ଦେଖି ରହିପାରିଲେନି, ଘରେ ପହଁଞ୍ଚିଲେ ବବି-ନବୀନ…

ବାପାଙ୍କୁ ହରାଇ କାନ୍ଦୁଥିଲେ ଧର୍ମେନ୍ଦ୍ର, ଧର୍ମେନ୍ଦ୍ରଙ୍କ ଦୁଃଖ ସହିନପାରି ପାଖରେ ଯାଇ ପହଁଞ୍ଚିଲେ ନବୀନ । ଶେଷ ଦର୍ଶନ କରିବା ସହିତ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି…

ପଞ୍ଚଭୂତରେ ଲୀନ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ

ପଞ୍ଚଭୂତରେ ଲୀନ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ । ବିଜେପିର ଜଣେ ଦୃଢ ନେତୃତ୍ୱ ଭାବେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ । ୮3 ବର୍ଷ ବୟସରେ…

ମୋହନ ମାଝୀଙ୍କ ପାଖକୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଖକୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ . ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି . ଚିଠିରେ କହିଲେ ବହୁତ ଗୁରୁତ୍ୱ…

ଚାଲିଛି ବଡ ଷଡଯନ୍ତ୍ର ଫସିଯିବେ କି ମୋହନ ?

ବିଜେପିରେ ଚାଲିଛି କି ଶୀତଳ ଯୁଦ୍ଧ । ସବୁ ଜାଣି ଶୁଣି ଚୁପ ରହୁଛନ୍ତି କି ବିଜେପି ମୁଖିଆ । ହଁ ଦର୍ଶକବନ୍ଧୁ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ…

ମୋଦିଙ୍କ ଟେନସନ ବଢାଇଲେଣି ମୁକୁ ଭାଇ !

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ଏଭଳି କିଛି ଚର୍ଚ୍ଚା ଚାଲିଛି । ଦିଲ୍ଲୀ ନିର୍ବାଚନ ପରେ ଧର୍ମେନ୍ଦ୍ର ପ୍ରଧାନ ନୀରବ ରହିଥିବାରୁ ତାଙ୍କ ନୀରବତା ପଛରେ…

ମୋଦିଙ୍କ ଗୁଡବୁକରେ ମୋହନ…ନିଜ ଜାଲରେ ନିଜେ ଫସିଲେ ଧର୍ମେନ୍ଦ୍ର !

ବିଜେପିରେ ଚାଲିଛି କି ପ୍ରତିଯୋଗିତା ? କୋଣଠେସା ହେଉଛନ୍ତି ଧର୍ମେନ୍ଦ୍ର ଶକ୍ତିଶାଳୀ ହେବାରେ ଲାଗିଛନ୍ତି କି ମୋହନ ? ଓଡିଶା ବିଜେପି ପାଇଁ ନୂଆ ଗେମ ପ୍ଲାନ…